ଚାକିରି ପାଇଁ ଆସିଥିଲେ, ଦେହ ବଜାରରେ ବିକ୍ରି ହୋଇଗଲେ

କୋଣାର୍କ (ସଞ୍ଜୟ ପତି): ଚାକିରି କରି ପରିବାର ପୋଷିବାର ଆଶା ଓ ବିଶ୍ୱାସ ନେଇ ବାପ ଛେଉଣ୍ଡ ଝିଅଟି ସାଙ୍ଗ ସହ ଓଡ଼ିଶା ଆସିଥିଲେ। ମାତ୍ର ଯେଉଁ ସାଙ୍ଗ ସହ ଆସିଥିଲେ, ସିଏ ଦେହ ବଜାରରେ ତାଙ୍କୁ ବିକ୍ରି କରିଦେଲା। ଏପରିକି ଦେହ ବେପାର କରିବା ପାଇଁ ତାଙ୍କୁ ବାଧ୍ୟ କରୁଥିଲା। ଆଜି ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଏକ ଲଜ୍‌ରୁ ଗୁରୁତର ଅବସ୍ଥାରେ ସେହି ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ପୂରା ଘଟଣା ଏମିତି। […]

1

1

Manoranjan Sial
  • Published: Wednesday, 17 October 2018
  • Updated: 17 October 2018, 05:57 PM IST

Sports

Latest News

କୋଣାର୍କ (ସଞ୍ଜୟ ପତି): ଚାକିରି କରି ପରିବାର ପୋଷିବାର ଆଶା ଓ ବିଶ୍ୱାସ ନେଇ ବାପ ଛେଉଣ୍ଡ ଝିଅଟି ସାଙ୍ଗ ସହ ଓଡ଼ିଶା ଆସିଥିଲେ। ମାତ୍ର ଯେଉଁ ସାଙ୍ଗ ସହ ଆସିଥିଲେ, ସିଏ ଦେହ ବଜାରରେ ତାଙ୍କୁ ବିକ୍ରି କରିଦେଲା। ଏପରିକି ଦେହ ବେପାର କରିବା ପାଇଁ ତାଙ୍କୁ ବାଧ୍ୟ କରୁଥିଲା। ଆଜି ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଏକ ଲଜ୍‌ରୁ ଗୁରୁତର ଅବସ୍ଥାରେ ସେହି ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି।

ପୂରା ଘଟଣା ଏମିତି। ପଶ୍ଚିମବଙ୍ଗର ଜଣେ ଯୁବତୀ ଅନ୍ୟ ଜଣେ ଯୁବତୀଙ୍କୁ ଚାକିରି ଦେବା ବାହାନାରେ କୋଣାର୍କ ଆଣିଥିଲେ। ମାତ୍ର ସେ ଚାକିରି ଦେବା ପରିବର୍ତ୍ତେ ଏଠାରେ ଦେହ ବ୍ୟବସାୟ କାମରେ ନିୟୋଜିତ କରିଥିଲେ। ତେବେ ୧୦ ଦିନ ତଳେ ଜଣେ ଯୁବକ ସମ୍ପୃକ୍ତ ଯୁବତୀଙ୍କୁ ଲଜ୍‌ ଭିତରେ ଆଣି ରଖିଥିଲା। ଏପରିକି ନିଶା ବଟିକା ଦେଇ ସାଙ୍ଗମାନଙ୍କ ସହିତ ମିଶି ୧୦ ଦିନ ଧରି ତାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଆଜି ପୀଡ଼ିତାଙ୍କୁ ବିକ୍ରି କରିଦେବା ପାଇଁ ଯୁବକ ଜଣକ ଯୋଜନା କରୁଥିଲେ। ମାତ୍ର ଯୁବତୀ ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ପୁଲିସ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଅନ୍ୟପକ୍ଷରେ ପୀଡିତାଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିପାରି ନାହିଁ ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story