ଆଠଗଡ଼ ବିଦ୍ୟୁତ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣା: ୧୮ଜଣଙ୍କୁ ଗିରଫ କଲା ପୋଲିସ

କଟକ: ଆଠଗଡ ସେସୁ ଡିଭିଜନ ଓ ସବ୍ ଡିଭିଜନ୍ ଅଫିସରେ ଭଙ୍ଗାରୁଜା ଘଟଣାରେ ପୋଲିସ ୧୮ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ବିଭାଗୀୟ ଜେଇ ଓ ଏସଡିଓଙ୍କ ପକ୍ଷରୁ ଆଠଗଡ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି । ବୁଧବାର ଜଣେ ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଉତ୍ୟକ୍ତ ଲୋକେ ଆଠଗଡ଼ ସେସୁ ଡିଭିଜନ ଓ ସବ ଡିଭିଜନ୍ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ସନ୍ତୋଷ ମଲ୍ଲିକ ନାମକ ଜଣେ […]

madapit

madapit

Rakesh Mallick
  • Published: Thursday, 18 June 2015
  • Updated: 18 June 2015, 05:50 AM IST

Sports

Latest News

କଟକ: ଆଠଗଡ ସେସୁ ଡିଭିଜନ ଓ ସବ୍ ଡିଭିଜନ୍ ଅଫିସରେ ଭଙ୍ଗାରୁଜା ଘଟଣାରେ ପୋଲିସ ୧୮ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ବିଭାଗୀୟ ଜେଇ ଓ ଏସଡିଓଙ୍କ ପକ୍ଷରୁ ଆଠଗଡ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି । ବୁଧବାର ଜଣେ ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଉତ୍ୟକ୍ତ ଲୋକେ ଆଠଗଡ଼ ସେସୁ ଡିଭିଜନ ଓ ସବ ଡିଭିଜନ୍ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ସନ୍ତୋଷ ମଲ୍ଲିକ ନାମକ ଜଣେ କର୍ମଚାରୀ ଗୋଡ଼ିଝରିଆ ଛକରେ ଖୁଣ୍ଟରେ ଚଢ଼ି ମରାମତି କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତଳକୁ ଗଳି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆଠଗଡ଼ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story