୩ ଘଣ୍ଟାର ଅପରେସନ ପରେ ଛାତ୍ରଙ୍କ ବେକରୁ ବାହାରିଲା ଜାଭେଲିନ୍

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ୩ ଘଣ୍ଟାର ଅପରେସନ ପରେ ଛାତ୍ରଙ୍କ ବେକରୁ ସଫଳତାର ସହ ବାହାର କରାଗଲା ଜାଭେଲିନ୍। ଅପରେସନ ପରେ ଏବେ ଛାତ୍ର ଜଣକ ସୁସ୍ଥ ଥିବା ଜଣାପଡ଼ିଛି। ପିଲାଟିକୁ ICUରେ ରଖାଯାଇଛି। ବଲାଙ୍ଗିର ଆଗଲପୁର ବାଳକ ହାଇସ୍କୁଲରେ କ୍ରୀଡ଼ା ବାର୍ଷିକୋତ୍ସବ ଚାଲିଥିବା ବେଳେ ଆଜି ଏହି ଅଘଟଣ ଘଟିଥିଲା। ଗୁରୁତର ଛାତ୍ର ଜଣକ ନବମ ଶ୍ରେଣୀର ସଦାନନ୍ଦ ମେହେର। ବାର୍ଷିକ କ୍ରୀଡ଼ା ସମାରୋହ ପାଇଁ ସ୍କୁଲରୁ ଖେଳ ପଡ଼ିଆକୁ କିଛି ଛାତ୍ର ଜାଭେଲିନ୍ ନେଇ ଯାଉଥିବା […]

student

student

Niranjan Mishra
  • Published: Saturday, 17 December 2022
  • Updated: 17 December 2022, 10:47 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ୩ ଘଣ୍ଟାର ଅପରେସନ ପରେ ଛାତ୍ରଙ୍କ ବେକରୁ ସଫଳତାର ସହ ବାହାର କରାଗଲା ଜାଭେଲିନ୍। ଅପରେସନ ପରେ ଏବେ ଛାତ୍ର ଜଣକ ସୁସ୍ଥ ଥିବା ଜଣାପଡ଼ିଛି। ପିଲାଟିକୁ ICUରେ ରଖାଯାଇଛି। ବଲାଙ୍ଗିର ଆଗଲପୁର ବାଳକ ହାଇସ୍କୁଲରେ କ୍ରୀଡ଼ା ବାର୍ଷିକୋତ୍ସବ ଚାଲିଥିବା ବେଳେ ଆଜି ଏହି ଅଘଟଣ ଘଟିଥିଲା। ଗୁରୁତର ଛାତ୍ର ଜଣକ ନବମ ଶ୍ରେଣୀର ସଦାନନ୍ଦ ମେହେର।

ବାର୍ଷିକ କ୍ରୀଡ଼ା ସମାରୋହ ପାଇଁ ସ୍କୁଲରୁ ଖେଳ ପଡ଼ିଆକୁ କିଛି ଛାତ୍ର ଜାଭେଲିନ୍ ନେଇ ଯାଉଥିବା ବେଳେ ଜଣେ ପିଲା ଜାଭେଲିନ୍ ଫିଙ୍ଗିଥିଲେ। ଏହି ସମୟରେ ଜାଭେଲିନ୍‌ଟି ସ୍କୁଲର ନବମ ଶ୍ରେଣୀର ଛାତ୍ର ସଦାନନ୍ଦଙ୍କ ବେକରେ ପଶିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ୩ ଘଣ୍ଟାର ପରିଶ୍ରମ କରି ସଦାନନ୍ଦଙ୍କ ବେକରୁ ଜାଭଲିନ୍ ବାହାର କରିଥିଲେ। ବେକରେ ଷ୍ଟିଜ୍ ପଡ଼ିଥିବାରୁ ସେ ତରଳ ଖାଦ୍ୟ ଖାଇବାକୁ ଡାକ୍ତରୀ ଟିମ୍‌ ପରାମର୍ଶ ଦେଇଛି।

ସେଠାରେ ଛାତ୍ରର ସମସ୍ତ ଚିକିତ୍ସା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରୁଥିବା ବେଳେ ରେଡକ୍ରସ ପକ୍ଷରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ତେଣେ ଅଘଟଣ ନେଇ ଦୁଃଖପ୍ରକାଶ କରବା ସହ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story