୨୩ରେ ଭୁବନେଶ୍ୱରରେ ବିଜେଡିର ଛାତ୍ର ମହାସମାବେଶ

ଭୁବନେଶ୍ୱର: କଲେଜ ନିର୍ବାଚନରେ ବିପୁଳ ସଫଳତା ଓ ଇଣ୍ଡିଆ ଟୁଡେ ସର୍ଭେରେ ଓଡ଼ିଶା ସାମଗ୍ରିକ ବିକାଶ କ୍ଷେତ୍ରରେ ଅଗ୍ରଗତି କରିଥିବାରୁ ମୁଖ୍ୟ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶତାଧିକ ଛାତ୍ରଛାତ୍ରୀ। ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଶତାଧିକ ଛାତ୍ରଛାତ୍ରୀ ଏକ ବିଶାଳ ରାଲିରେ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ଏହା ଛଡା ଆସନ୍ତା ନଭେମ୍ୱର ୨୩ ତାରିଖରେ ଭୁବନେଶ୍ୱରରେ ଏକ ମହାସମାବେଶ ଅନୁଷ୍ଠିତ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହି […]

student meet cm

student meet cm

Rakesh Mallick
  • Published: Monday, 16 November 2015
  • Updated: 17 November 2015, 04:01 AM IST

Sports

Latest News

ଭୁବନେଶ୍ୱର: କଲେଜ ନିର୍ବାଚନରେ ବିପୁଳ ସଫଳତା ଓ ଇଣ୍ଡିଆ ଟୁଡେ ସର୍ଭେରେ ଓଡ଼ିଶା ସାମଗ୍ରିକ ବିକାଶ କ୍ଷେତ୍ରରେ ଅଗ୍ରଗତି କରିଥିବାରୁ ମୁଖ୍ୟ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶତାଧିକ ଛାତ୍ରଛାତ୍ରୀ। ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଶତାଧିକ ଛାତ୍ରଛାତ୍ରୀ ଏକ ବିଶାଳ ରାଲିରେ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ଏହା ଛଡା ଆସନ୍ତା ନଭେମ୍ୱର ୨୩ ତାରିଖରେ ଭୁବନେଶ୍ୱରରେ ଏକ ମହାସମାବେଶ ଅନୁଷ୍ଠିତ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହି ସମାବେଶରେ ପ୍ରଥମ ଥର ପାଇଁ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ଜୀବନୀ ସଂପର୍କିତ ଏକ ଫଟୋ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ। ଏଥିରେ ୨୫ ରୁ ୩୦ହଜାର ଛାତ୍ରଛାତ୍ରୀ ଯୋଗ ଦେବେ ବୋଲି ବିଜୁଛାତ୍ର ଜନତା ଦଳ ଆଶା ରଖିଛି ବୋଲି ବିଜୁ ଛାତ୍ର ଜନତା ଦଳର ସଭାପତି ବ୍ୟମୋକେଶ ରାୟ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story