ନିର୍ବାଚନ ବାତିଲ ପରେ ବିଜେବି କଲେଜରେ ଛାତ୍ର ଅଶାନ୍ତି: ଟାୟାର ଜାଳି ରାସ୍ତା ଅବରୋଧ

ଭୁବନେଶ୍ୱର: ଚଳିତ ବର୍ଷ ବିଜେବି କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ପରେ ଦେଖାଦେଇଛି ଛାତ୍ର ଅଶାନ୍ତି। ଏପରିକି କିଛି ଛାତ୍ର ଏହାକୁ ବିରୋଧ କରି ରାସ୍ତା ଉପରେ ଟାୟାର ଜାଳି ରାଜପଥ ଅବରୋଧ କରିଛନ୍ତି।  ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେଜ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

କ୍ୟାମ୍ପସରେ କ୍ରମାଗତ ଉତ୍ତେଜନା ଲାଗିବାରୁ ଗତକାଲି କଲେଜ କର୍ତ୍ତୃପକ୍ଷ ସାଇନ୍-ଏ-ଡାଏ ଘୋଷଣା କରିବା ସହ ନିର୍ବାଚନ ବାତିଲ୍ କରିଥିଲେ।

ଆଜି ସନ୍ଧ୍ୟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଲେଜ ଅଧ୍ୟକ୍ଷା। ଗତ ବର୍ଷ ମଧ୍ୟ ବିଜେବି କଲେଜରେ ନିର୍ବାଚନ ହୋଇନଥିଲା।

Ordigital Desk
• Published: Saturday, 16 September 2017
• Updated: 16 September 2017, 01:51 PM IST

Sports

Latest News

ଭୁବନେଶ୍ୱର: ଚଳିତ ବର୍ଷ ବିଜେବି କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ପରେ ଦେଖାଦେଇଛି ଛାତ୍ର ଅଶାନ୍ତି। ଏପରିକି କିଛି ଛାତ୍ର ଏହାକୁ ବିରୋଧ କରି ରାସ୍ତା ଉପରେ ଟାୟାର ଜାଳି ରାଜପଥ ଅବରୋଧ କରିଛନ୍ତି।  ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେଜ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

କ୍ୟାମ୍ପସରେ କ୍ରମାଗତ ଉତ୍ତେଜନା ଲାଗିବାରୁ ଗତକାଲି କଲେଜ କର୍ତ୍ତୃପକ୍ଷ ସାଇନ୍-ଏ-ଡାଏ ଘୋଷଣା କରିବା ସହ ନିର୍ବାଚନ ବାତିଲ୍ କରିଥିଲେ।

ଆଜି ସନ୍ଧ୍ୟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଲେଜ ଅଧ୍ୟକ୍ଷା। ଗତ ବର୍ଷ ମଧ୍ୟ ବିଜେବି କଲେଜରେ ନିର୍ବାଚନ ହୋଇନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos