କଂଗ୍ରେସ ଭବନ ଉପରକୁ ଅଣ୍ଡା ମାଡ଼

ଭୁବନେଶ୍ୱର: ଜିଲ୍ଲା ପରିଷଦ ଟିକେଟ୍ ବଣ୍ଟନରେ ପାତରଅନ୍ତର ଅଭିଯୋଗ ଆଣି ଗତକାଲି ରାତିରେ କଂଗ୍ରେସ ଭବନ ଉପରେ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଛି। ଛାତ୍ର କଂଗ୍ରେସର ପୂର୍ବତନ ମୁଖପାତ୍ର ଅଜୟ ପଣ୍ଡା ଓ ତାଙ୍କର ସମର୍ଥକମାନେ ଏହି କାଣ୍ଡ ଭିଆଇଛନ୍ତି। କଂଗ୍ରେସ ଭବନ ପରିସରରେ ଥିବା ଫୁଲକୁଣ୍ଡ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଅଜୟ କଟକର ବାଙ୍କୀର ୩୭ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରୁ ଟିକେଟ୍ ଆଶାୟୀ ଥିଲେ। ହେଲେ ଟିକେଟ୍ ନ ମିଳିବାରୁ ସେ କଂଗ୍ରେସ […]

congressbhaban

congressbhaban

Rakesh Mallick
  • Published: Tuesday, 17 January 2017
  • Updated: 17 January 2017, 08:26 AM IST

Sports

Latest News

ଭୁବନେଶ୍ୱର: ଜିଲ୍ଲା ପରିଷଦ ଟିକେଟ୍ ବଣ୍ଟନରେ ପାତରଅନ୍ତର ଅଭିଯୋଗ ଆଣି ଗତକାଲି ରାତିରେ କଂଗ୍ରେସ ଭବନ ଉପରେ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଛି। ଛାତ୍ର କଂଗ୍ରେସର ପୂର୍ବତନ ମୁଖପାତ୍ର ଅଜୟ ପଣ୍ଡା ଓ ତାଙ୍କର ସମର୍ଥକମାନେ ଏହି କାଣ୍ଡ ଭିଆଇଛନ୍ତି। କଂଗ୍ରେସ ଭବନ ପରିସରରେ ଥିବା ଫୁଲକୁଣ୍ଡ ମଧ୍ୟ ଭଙ୍ଗାରୁଜା କରିଛନ୍ତି।

ଅଜୟ କଟକର ବାଙ୍କୀର ୩୭ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରୁ ଟିକେଟ୍ ଆଶାୟୀ ଥିଲେ। ହେଲେ ଟିକେଟ୍ ନ ମିଳିବାରୁ ସେ କଂଗ୍ରେସ ଭବନ ଉପରେ ଅଣ୍ଡାମାଡ଼ କରିଛନ୍ତି। ଦରକାର ପଡ଼ିଲେ ପିସିସି ସଭାପତିଙ୍କ ଘର ଉପରକୁ ମଧ୍ୟ ଅଣ୍ଡାମାଡ଼ କରାଯିବ ବୋଲି ସେ କହିଛନ୍ତି।

ଓଡ଼ିଶାର କଂଗ୍ରେସ ପ୍ରଭାରୀ ବି.କେ ହରିପ୍ରସାଦଙ୍କୁ ବିରୋଧ କରିବାରୁ ଅଜୟଙ୍କୁ ଛାତ୍ର କଂଗ୍ରେସ ମୁଖପାତ୍ର ପଦରୁ ସସ୍‌ପେଣ୍ଡ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story