କୁହୁଡ଼ିରେ ଘୋଡ଼ାଇ ହେଲା ଭୁବନେଶ୍ୱର

ଭୁବନେଶ୍ୱର: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ଅସହ୍ୟ ଥଣ୍ଡା ଲାଗି ରହିଛି। ଏଥିଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଆଜି ସକାଳୁ ସକାଳୁ ରଜଧାନୀ ଭୁବନେଶ୍ୱର ସମସ୍ତେ ଅନ୍ୟ କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ରାଜଧାନୀରେ କୁହୁଡ଼ିର ମାତ୍ରା ଏତେ ଥିଲା ଯେ ୨୦ ମିଟର ଆଗକୁ ବି ଦେଖାଯାଉନଥିଲା। ଏଥିଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳରେ ଘୋର ଅସୁବିଧା ହୋଇଥିଲା। ଗାଡ଼ି ଚାଳକମାନେ ଲାଇଟ୍ ଲଗାଇ ସକାଳେ ଯିବାଆସିବା […]

fog

fog

Rakesh Mallick
  • Published: Saturday, 31 December 2016
  • Updated: 31 December 2016, 09:35 AM IST

Sports

Latest News

ଭୁବନେଶ୍ୱର: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ଅସହ୍ୟ ଥଣ୍ଡା ଲାଗି ରହିଛି। ଏଥିଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଆଜି ସକାଳୁ ସକାଳୁ ରଜଧାନୀ ଭୁବନେଶ୍ୱର ସମସ୍ତେ ଅନ୍ୟ କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ରାଜଧାନୀରେ କୁହୁଡ଼ିର ମାତ୍ରା ଏତେ ଥିଲା ଯେ ୨୦ ମିଟର ଆଗକୁ ବି ଦେଖାଯାଉନଥିଲା। ଏଥିଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳରେ ଘୋର ଅସୁବିଧା ହୋଇଥିଲା। ଗାଡ଼ି ଚାଳକମାନେ ଲାଇଟ୍ ଲଗାଇ ସକାଳେ ଯିବାଆସିବା କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story