ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ରାଜଧାନୀରେ ଚାଲିଛି ମକଡିଲ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏନ୍ଏସ୍‌ଜି କମାଣ୍ଡୋଙ୍କ ରାତି ଅଧିଆ ଅପରେସନ। ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏୟାରପୋର୍ଟ ଠାରୁ ଆରମ୍ଭ କରି ରାଜୀବ ଭବନ, ସଚିବାଳୟ, ବିଧାନସଭା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଛାଇହୋଇ ଯାଇଛନ୍ତି ଏନ୍ଏସ୍‌ଜି ବ୍ଲାକ୍ କ୍ୟାଟ୍ କମାଣ୍ଡୋ। ବାସ୍ତବରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ଏନ୍‌ଏସ୍‌ଜିର ମକ୍‌ଡିଲ୍‌। ଯେଉଁଥିରେ ଏନ୍ଏସ୍‌ଜି ସହିତ ଓଡ଼ିଶା ପୋଲିସ୍‌ ଏସ୍ଓଜି, ଏସ୍ଏସ୍‌ବି ବାଟାଲିୟନ୍, ସ୍ପେଶାଲ ଟାକ୍ଟିକାଲ୍ […]

command

command

Rakesh Mallick
  • Published: Thursday, 13 July 2017
  • Updated: 13 July 2017, 11:09 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏନ୍ଏସ୍‌ଜି କମାଣ୍ଡୋଙ୍କ ରାତି ଅଧିଆ ଅପରେସନ। ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏୟାରପୋର୍ଟ ଠାରୁ ଆରମ୍ଭ କରି ରାଜୀବ ଭବନ, ସଚିବାଳୟ, ବିଧାନସଭା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଛାଇହୋଇ ଯାଇଛନ୍ତି ଏନ୍ଏସ୍‌ଜି ବ୍ଲାକ୍ କ୍ୟାଟ୍ କମାଣ୍ଡୋ। ବାସ୍ତବରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ଏନ୍‌ଏସ୍‌ଜିର ମକ୍‌ଡିଲ୍‌। ଯେଉଁଥିରେ ଏନ୍ଏସ୍‌ଜି ସହିତ ଓଡ଼ିଶା ପୋଲିସ୍‌ ଏସ୍ଓଜି, ଏସ୍ଏସ୍‌ବି ବାଟାଲିୟନ୍, ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ୍‌ର କମାଣ୍ଡୋ ମଧ୍ୟ ସାମିଲ ହୋଇଛନ୍ତି। ଅଚାନକ ଆତଙ୍କବାଦୀଙ୍କ ପ୍ରବେଶ ଏବଂ ସେମାନଙ୍କ କବ୍‌ଜାରୁ କିଭଳି ବଡ଼ ବଡ଼ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ମୁକ୍ତ କରି ସଫଳତାର ସହ ସେମାନଙ୍କୁ ନିପାତ କରିହେବ ତାର କୌଶଳ ପ୍ରଦର୍ଶନ କରୁଛନ୍ତି ଏନ୍ଏସ୍‌ଜି କମାଣ୍ଡୋ।

ଗତକାଲି ନ୍ୟାସାନାଲ ସିକ୍ୟୁରିଟି ଗାର୍ଡର ଆଇଜି ଶଶାଙ୍କ ମିଶ୍ର ଓଡ଼ିଶା ପୋଲିସ୍ ଡିଜି କେ.ଭି. ସିଂଙ୍କୁ ଭେଟି ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ମକ୍‌ଡିଲ ଉପରେ ଗୁରୁତ୍ୱ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story