ଭୁବନେଶ୍ୱର ହେବ ୱାଇଫାଇ ସହର,୩ ବର୍ଷରେ ସବୁ ପଞ୍ଚାୟତକୁ ଇଣ୍ଟରନେଟ୍ ସଂଯୋଗ

ଭୁବନେଶ୍ୱର: ବର୍ଷକ ଭିତରେ ଭୁବନେଶ୍ୱର ହେବ ୱାଇଫାଇ ସହର। ତା’ସାଙ୍ଗକୁ ଆସନ୍ତା ୩ବର୍ଷ ଭିତରେ ରାଜ୍ୟର ସବୁ ପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗ କରାଯିବ। ଶନିବାର ରାଜ୍ୟ ସରକାରଙ୍କ ଆଇଟି ବା ସୂଚନା ଓ ପ୍ରଯୁକ୍ତି ବିଭାଗର ସମୀକ୍ଷା ବେଳେ ନିଆଯାଇଛି ଏହି ନିଷ୍ପତ୍ତି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଆଇଟି ବିଭାଗର ନାଁ ପରିବର୍ତ୍ତନ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ନୂଆ ନାଁ ଇଲେକଟ୍ରୋନିକ୍ସ ଆଣ୍ଡ ଆଇଟି ହେବ। ରାଜ୍ୟରେ ପିପିପି ମୋଡରେ […]

it

it

Rakesh Mallick
  • Published: Saturday, 06 June 2015
  • Updated: 06 June 2015, 05:03 PM IST

Sports

Latest News

ଭୁବନେଶ୍ୱର: ବର୍ଷକ ଭିତରେ ଭୁବନେଶ୍ୱର ହେବ ୱାଇଫାଇ ସହର। ତା’ସାଙ୍ଗକୁ ଆସନ୍ତା ୩ବର୍ଷ ଭିତରେ ରାଜ୍ୟର ସବୁ ପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗ କରାଯିବ। ଶନିବାର ରାଜ୍ୟ ସରକାରଙ୍କ ଆଇଟି ବା ସୂଚନା ଓ ପ୍ରଯୁକ୍ତି ବିଭାଗର ସମୀକ୍ଷା ବେଳେ ନିଆଯାଇଛି ଏହି ନିଷ୍ପତ୍ତି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଆଇଟି ବିଭାଗର ନାଁ ପରିବର୍ତ୍ତନ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ନୂଆ ନାଁ ଇଲେକଟ୍ରୋନିକ୍ସ ଆଣ୍ଡ ଆଇଟି ହେବ।

ରାଜ୍ୟରେ ପିପିପି ମୋଡରେ ଆଉ ଏକ ଟ୍ରପିଲ୍ ଆଇଟି ଏବଂ ଇଲେକଟ୍ରୋନିକ ଆଣ୍ଡ୍ ଆଇସିଟି ଏକାଡେମୀ ପ୍ରତିଷ୍ଠା କରିବାବୁ ଏହି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି। ଏହା ସହିତ ଭୁବନେଶ୍ୱରରେ ନିର୍ମାଣ ହେବାକୁ ଥିବା ଇଲେକ୍ଟ୍ରୋନିକ୍ ମାନୁଫେକଚରିଂ କ୍ଲଷ୍ଟର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଇ-ଗଭର୍ଣ୍ଣାସ ଉପରେ ଗୁରୁତ୍ୱ ଦିଆଯିବା ସହ ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସେବା କିପରି ଅନଲାଇନରେ ଉପଲବ୍ଧ ହେବ, ସେନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଆଜିର ଏହି ସମୀକ୍ଷା ବୈଠକରେ ବିଭାଗୀୟ ମନ୍ତ୍ରୀ , ମୁଖ୍ୟ ଶାସନ ଓ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story