ଭୂପତିତ ହେଲେ ବଳଦଭ୍ରଙ୍କ ଦାରୁ,ଚଉପଟି କାମ ଆରମ୍ଭ

ଭୁବନେଶ୍ୱର: ଭକ୍ତିମୟ ପରିବେଶ ମଧ୍ୟରେ ରାତି ଠିକ୍ ୧୨ଟା ୪୭ ମିନିଟରେ ଭୂପତିତ ହେଲେ ବଳଭଦ୍ରଙ୍କ ଦାରୁ। ଦାରୁ ଭୂପତିତ ହେବା ସମୟରେ ଝଙ୍କଡ଼ ଶାରଳା ପୀଠାରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ। ହୁଳହୁଳି ଓ ହରିବୋଲ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ। ବିଶ୍ୱକର୍ମା ମହାରଣାଙ୍କ ଦୀର୍ଘ ସାଢ଼େ ୮ ଘଣ୍ଟାର ପରିଶ୍ରମ ପରେ ଭୂପତିତ ହୋଇଥିଲେ ଦାରୁ ଦେବତା। ଦାରୁ ଭୂପତିତ ହେବା ପରେ କିଛି ଗୁପ୍ତ ନୀତି ସହିତ ଆଜିଠୁ ଚଉପଟି କାର୍ଯ୍ୟ […]

balavadra

balavadra

Rakesh Mallick
  • Published: Saturday, 25 April 2015
  • Updated: 25 April 2015, 05:19 AM IST

Sports

Latest News

ଭୁବନେଶ୍ୱର: ଭକ୍ତିମୟ ପରିବେଶ ମଧ୍ୟରେ ରାତି ଠିକ୍ ୧୨ଟା ୪୭ ମିନିଟରେ ଭୂପତିତ ହେଲେ ବଳଭଦ୍ରଙ୍କ ଦାରୁ। ଦାରୁ ଭୂପତିତ ହେବା ସମୟରେ ଝଙ୍କଡ଼ ଶାରଳା ପୀଠାରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ। ହୁଳହୁଳି ଓ ହରିବୋଲ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ। ବିଶ୍ୱକର୍ମା ମହାରଣାଙ୍କ ଦୀର୍ଘ ସାଢ଼େ ୮ ଘଣ୍ଟାର ପରିଶ୍ରମ ପରେ ଭୂପତିତ ହୋଇଥିଲେ ଦାରୁ ଦେବତା। ଦାରୁ ଭୂପତିତ ହେବା ପରେ କିଛି ଗୁପ୍ତ ନୀତି ସହିତ ଆଜିଠୁ ଚଉପଟି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଗତକାଲି ଝଙ୍କଡ଼ ଶାରଳା ପୀଠରେ ମହାଯଜ୍ଞରେ ପୂର୍ଣ୍ଣାହୁତି ପରେ ପ୍ରଥମେ ବିଦ୍ୟାପତି ସୁନା କୁରାଢ଼ୀ ଓ ବିଶ୍ୱାବସୁ ରୂପା କୁରାଢ଼ୀରେ ଦାରୁଙ୍କୁ ସ୍ପର୍ଶ କରିବା ପରେ ମହାରଣା ସେବାୟତମାନେ ଛେଦନ କାର୍ଯ୍ୟ ଆରମ୍ଭ କରିିଥିଲେ।

ଗୋଟିଏ ପଟେ ବଳଭଦ୍ର ଦାରୁ ଭୂମିଷ୍ଠ ହେବା ପରେ ଚଉପଟି କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ପଟେ ଦାରୁଙ୍କୁ ବୋହି ପୁରୀ ନେଇ ଯିବା ଲାଗି ଶଗଡ଼ି କାମ ବି ଜୋରସୋରରେ ଚାଲିଛି। ଆଉ ତିନି ଦିନ ପରେ ଏପ୍ରିଲ ୨୮ ତାରିଖରୁ ବଳଭଦ୍ରଙ୍କ ଦାରୁକୁ ନେଇ ଶଗଡ଼ି ଗଡ଼ିବ ପୁରୀ ଅଭିମୁଖେ।

ଏହା ପରେ ୨୯ ତାରିଖ ଦିନ ବନଯାଗ ଦଳ ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକର ଅଢ଼ଙ୍ଗଗଡ଼ ନିକଟରେ ମା’ସୁଭଦ୍ରାଙ୍କ ଦାରୁ ସ୍ଥଳରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ମା’ ସୁଭଦ୍ରାଙ୍କ ଦାରୁ ସ୍ଥଳରେ ଯଜ୍ଞମଣ୍ଡପ ଓ ଶବରପଲ୍ଲୀ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ଏହି ଦିବ୍ୟଦାରୁଙ୍କୁ ଦେଖିବା ଲାଗି ଭକ୍ତଙ୍କ ଭିଡ଼ ମଧ୍ୟ ଲାଗିଲାଣ। ଦାରୁ ଚାରିପାଖେ ବ୍ୟାରିକେଡ ନିର୍ମାଣ କରାଯିବା ସହିତ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story