ବିଦେଶକୁ ବିମାନ ଉଡ଼ାଣ ପ୍ରସଙ୍ଗ: ସିଙ୍ଗାପୁର ଓ ମାଲେସିଆକୁ ବିମାନ ଚଳାଚଳ ପାଇଁ ଯୋଜନା

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ବିଦେଶକୁ ବିମାନ ଉଡ଼ାଣ ନେଇ ଆଶା ସଂଚାର ହୋଇଛି । ସୋମବାର ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଏସିଆର ଏକ ଟିମ୍ ଭୁବନେଶ୍ୱର ବିମାନ ବନ୍ଦର ପରିଦର୍ଶନ କରିବା ସହ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଛନ୍ତି। ଏୟାର ଏସିଆ ଜିଏମ୍ ସୁରେଶ ନାୟାରଙ୍କ ନେତୃତ୍ୱରେ ଆସିଥିବା ଏହି ତିନି ଜଣିଆ ଟିମ୍ ଭିତ୍ତିଭୂମି, ପାସେଞ୍ଜର ଟ୍ରାଫିକ୍ ଦେଖିବା ସହ ବ୍ୟବସାୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଲୋଚନା ବେଳେ ଭୁବନେଶ୍ୱରରୁ […]

air asia

air asia

Rakesh Mallick
  • Published: Tuesday, 09 June 2015
  • Updated: 09 June 2015, 02:18 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ବିଦେଶକୁ ବିମାନ ଉଡ଼ାଣ ନେଇ ଆଶା ସଂଚାର ହୋଇଛି । ସୋମବାର ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଏସିଆର ଏକ ଟିମ୍ ଭୁବନେଶ୍ୱର ବିମାନ ବନ୍ଦର ପରିଦର୍ଶନ କରିବା ସହ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଛନ୍ତି। ଏୟାର ଏସିଆ ଜିଏମ୍ ସୁରେଶ ନାୟାରଙ୍କ ନେତୃତ୍ୱରେ ଆସିଥିବା ଏହି ତିନି ଜଣିଆ ଟିମ୍ ଭିତ୍ତିଭୂମି, ପାସେଞ୍ଜର ଟ୍ରାଫିକ୍ ଦେଖିବା ସହ ବ୍ୟବସାୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଲୋଚନା ବେଳେ ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗ।ପୁର ଓ ମାଲେସିଆକୁ ବିମାନ ଚଳାଚଳ ପାଇଁ ଯୋଜନା କରାଯାଇଛି। ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି, ଏଠାରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହେଲେ ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଯାତ୍ରୀ ମଧ୍ୟ ଉପକୃତ ହେବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story