ହିତାଧିକାରୀଙ୍କ ଅଗୋଚରରେ ବେଧଡ଼କ୍ ଚାଲିଛି ପାଇଖାନା ହରିଲୁଟ!

ବଲାଙ୍ଗିର (ମନୋରଞ୍ଜନ ଯୋଷୀ): ବେଧଡ଼କ୍ ଚାଲିଛି ପାଇଖାନା ହରିଲୁଟ୍। ପାଇଖାନା ନିର୍ମାଣ ନକରି କାଗଜକଲମରେ ଟଙ୍କା ଉଠାଇ ନିଆଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହିତାଧିକାରୀ ଏ ସମ୍ପର୍କରେ କିଛି ବି ଜାଣିପାରୁ ନାହାନ୍ତି। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରୁ ଆସିଛି। ତଥ୍ୟ ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୮ ପ୍ରତିଶତ ହିତାଧିକାରୀ ସ୍ୱଚ୍ଛ ଭାରତ ମିଶନରେ ଅନ୍ତର୍ଭୁକ୍ତ ହୋଇ ସାରିଲେଣି। ହେଲେ ସରକାରୀ ଜିଓ ଟ୍ୟାଗିଂ ତଥ୍ୟରେ ଏ ସଂଖ୍ୟା ୭୧ ପ୍ରତିଶତ ରହିଛି। ଅଗଷ୍ଟ […]

BIG-FRAUD-IN-SWACHH-BHARAT-YOJANA-SURFACES-IN-ODISHA

Manoranjan Sial
  • Published: Friday, 09 August 2019
  • Updated: 09 August 2019, 08:41 PM IST

Sports

Latest News

ବଲାଙ୍ଗିର (ମନୋରଞ୍ଜନ ଯୋଷୀ): ବେଧଡ଼କ୍ ଚାଲିଛି ପାଇଖାନା ହରିଲୁଟ୍। ପାଇଖାନା ନିର୍ମାଣ ନକରି କାଗଜକଲମରେ ଟଙ୍କା ଉଠାଇ ନିଆଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହିତାଧିକାରୀ ଏ ସମ୍ପର୍କରେ କିଛି ବି ଜାଣିପାରୁ ନାହାନ୍ତି। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରୁ ଆସିଛି।

ତଥ୍ୟ ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୮ ପ୍ରତିଶତ ହିତାଧିକାରୀ ସ୍ୱଚ୍ଛ ଭାରତ ମିଶନରେ ଅନ୍ତର୍ଭୁକ୍ତ ହୋଇ ସାରିଲେଣି। ହେଲେ ସରକାରୀ ଜିଓ ଟ୍ୟାଗିଂ ତଥ୍ୟରେ ଏ ସଂଖ୍ୟା ୭୧ ପ୍ରତିଶତ ରହିଛି। ଅଗଷ୍ଟ ୮ ସୁଦ୍ଧା ଶତ ପ୍ରତିଶତ କାମ ସାରିବାକୁ କେନ୍ଦ୍ରର ନିର୍ଦ୍ଦେଶ ଥିବାରୁ ଏମିତିକା ଫେକ୍ ହିତାଧିକାରୀଙ୍କ ନାଁ ଏଣ୍ଟ୍ରି ଚାଲିଥିବା ଭଳି ସାଂଘାତିକ ଅଭିଯୋଗ ଆସିଲାଣି। ଆଉ ଅଡୁଆ ଭିତରେ ମୁସ୍କିଲ ଭଳି କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନକୁ ଉଲ୍ଲଂଘନ କରି ଗତ ୧୫ ବର୍ଷ ଧରି ଜଳ ଓ ପରିମଳ ଯୋଜନାରେ କାର୍ଯ୍ୟରତ ୧୧୬ଜଣ ଠିକା କର୍ମଚାରୀଙ୍କୁ ସ୍ୱଚ୍ଛ ଭାରତ ମିଶନରୁ ଛଟେଇ କରାଯାଇଛି। ତାଙ୍କ ସ୍ଥାନରେ ଆଉଟସୋର୍ସିଂ ଏଜେନ୍ସି ମାଧ୍ୟମରେ ନୂଆ ନିଯୁକ୍ତି ଦିଆ ଚାଲିଛି। ଯାହା ଖୋଦ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି।

ସରକାରଙ୍କ ଏ ନିଷ୍ପତ୍ତି ବିରୋଧରେ ଛଟେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବା ସହ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏଣେ ଗୋଟିଏ ପଟେ ଅଭିଜ୍ଞ କର୍ମଚାରୀଙ୍କୁ ଛଟେଇ, ଅନ୍ୟପଟେ ଜାଲ୍‌ ହିତାଧିକାରୀଙ୍କ ଅସ୍ୱାଭାବିକ ସଂଖ୍ୟା ବୃଦ୍ଧିକୁ ନେଇ ପ୍ରଶ୍ନ ଉଠାଇଲେଣି ବିରୋଧୀ।

ବଲାଙ୍ଗିର ଜିଲ୍ଲା ଯୁନାନୀମାଲ ଗାଁର ପରଦେଶୀ ସାହୁ ପରିଣତ ବୟସ ଯୋଗୁ ଠିକ୍‌ରେ ଚାଲି ପାରୁନାହାନ୍ତି। ସେଥିରେ ପୁଣି ତାଙ୍କର ଗୋଟିଏ ଗୋଡ଼ କାମ ଦେଉନି। ଘରେ ପାଇଖାନା ନଥିବାରୁ ନିଇତି କଲବଲ ହୋଇ ବାଡ଼ି ପଛକୁ ଶୌଚ ପାଇଁ ଯାଉଛନ୍ତି। ହେଲେ ତାଙ୍କ ନାଁରେ କାଗଜପତ୍ରରେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ମିଳିଛି ବୋଲି ଦର୍ଶାଯାଇଛି। ପ୍ରକୃତରେ ତାଙ୍କୁ ପାଇଖାନା ମିଳିନି।

ଠିକ ସେମିତି ତାଲିକାର ୧୨ ନମ୍ବରରେ ଅଛନ୍ତି ଘୁନସର ଗାଁର ଦିଲ୍ଲୀପ ବେହେରା। ତାଙ୍କ ଘରେ ପାଇଖାନାର ନାଁ ଗନ୍ଧ ନାହିଁ। ୪ ବର୍ଷ ତଳୁ ସେ ବି ଆରପାରିରେ। କିନ୍ତୁ ତାଙ୍କ ନାଁରେ ପାଇଖାନା ମିଳିଛି ବୋଲି କାଗଜପତ୍ରରେ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story