ବିଷମକଟକ ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣା: ୧୦ ଗିରଫ

ରାୟଗଡା:ରାୟଗଡା ଜିଲ୍ଲା ବିଷମକଟକ ଥାନା କଣ ଗାଁରେ ଗୁଣିଗାରେଡି ସନ୍ଦେହରେ ଜଗବନ୍ଧୁ କଲକା ନାମକ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ୧୦ଜଣକୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ଅଛନ୍ତି। ଗତକାଲି ପୋଲିସ ସେମାନଙ୍କୁ କୋର୍ଟ ଚାଲଣ କରିଥିଲା। ପୋଲିସ ଅଭିଯୁକ୍ତ ମାନଙ୍କୁ  ଅଟକ ରଖି ପଚରାଉଚରା କରିବା ପରେ ସେମାନେ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଘଟଣାର ଅଧିକ ତଦନ୍ତ ପାଇଁ କୋରାପୁଟରୁ ୪ ଜଣିଆ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ […]

rayagada

rayagada

Rakesh Mallick
  • Published: Thursday, 16 July 2015
  • Updated: 16 July 2015, 02:56 AM IST

Sports

Latest News

ରାୟଗଡା:ରାୟଗଡା ଜିଲ୍ଲା ବିଷମକଟକ ଥାନା କଣ ଗାଁରେ ଗୁଣିଗାରେଡି ସନ୍ଦେହରେ ଜଗବନ୍ଧୁ କଲକା ନାମକ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ୧୦ଜଣକୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ଅଛନ୍ତି। ଗତକାଲି ପୋଲିସ ସେମାନଙ୍କୁ କୋର୍ଟ ଚାଲଣ କରିଥିଲା। ପୋଲିସ ଅଭିଯୁକ୍ତ ମାନଙ୍କୁ  ଅଟକ ରଖି ପଚରାଉଚରା କରିବା ପରେ ସେମାନେ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଘଟଣାର ଅଧିକ ତଦନ୍ତ ପାଇଁ କୋରାପୁଟରୁ ୪ ଜଣିଆ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ମାଟି, ପାଉଁଶ ଓ ହାଡର ନମୁନା ସଂଗ୍ରହ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story