ବିଜେଡିର ଦୁଇ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ଼ ଘଟଣା: କଂଗ୍ରେସରେ ତୁତୁ, ମେଁମେଁ

ଭୁବନେଶ୍ୱର: ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ସ୍ୱାସ୍ଥମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା ପରେ ରାଜ୍ୟ କଂଗ୍ରେସରେ ତୁତୁ ମେଁମେଁ ଆରମ୍ଭ ହୋଇଯାଇଛି। ଏହି ଘଟଣାକୁ ନେଇ କଂଗ୍ରେସ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି। କିଛି ନେତା ଅଣ୍ଡାମାଡ଼କୁ ସ୍ୱାଗତ କରିଥିବା ବେଳେ ଆଉ କିଛି ନେତା ଏହା କଂଗ୍ରେସର ସଂସ୍କୃତି ନୁହେଁ ବୋଲି କହିଛନ୍ତି। ବିଜେଡି ଏପରି ଅଣ୍ଡାମାଡ ଘଟଣା ହୀନ ରାଜନୀତି ବୋଲି କହିଥିବା ବେଳେ […]

deogarh

deogarh

Rakesh Mallick
  • Published: Tuesday, 05 January 2016
  • Updated: 05 January 2016, 03:04 PM IST

Sports

Latest News

ଭୁବନେଶ୍ୱର: ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ସ୍ୱାସ୍ଥମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା ପରେ ରାଜ୍ୟ କଂଗ୍ରେସରେ ତୁତୁ ମେଁମେଁ ଆରମ୍ଭ ହୋଇଯାଇଛି। ଏହି ଘଟଣାକୁ ନେଇ କଂଗ୍ରେସ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି। କିଛି ନେତା ଅଣ୍ଡାମାଡ଼କୁ ସ୍ୱାଗତ କରିଥିବା ବେଳେ ଆଉ କିଛି ନେତା ଏହା କଂଗ୍ରେସର ସଂସ୍କୃତି ନୁହେଁ ବୋଲି କହିଛନ୍ତି।

ବିଜେଡି ଏପରି ଅଣ୍ଡାମାଡ ଘଟଣା ହୀନ ରାଜନୀତି ବୋଲି କହିଥିବା ବେଳେ କଂଗ୍ରେସ ମଧ୍ୟରୁ ଭିନ୍ନ ଭିନ୍ନ ମତ ମିଳୁଛି। ସୋମବାର ଲୁଲୁ ମହାପାତ୍ର କହିଥିଲେ, ପିଲାମାନେ ଯାହା କରିଛନ୍ତି ଠିକ କରିଛନ୍ତି। ଯେଉଁମାନେ ଖଟୁଛନ୍ତି, ଯାହାର ଚୂଲିଚାଳ ନାହିଁ ସେମାନଙ୍କୁ କ୍ରମାଗତ ଭାବେ ହଇରାଣ କରୁଛନ୍ତି ରାଜ୍ୟ ସରକାର। ତେଣୁ ଏପରି ଅଣ୍ଡାମାଡ ଯେଉଁମାନେ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଦିଆଯିବା ଦରକାର।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଖାଲି ଅଣ୍ଡାମାଡ଼ ନୁହେଁ ସେମାନଙ୍କୁ ଠେଙ୍ଗାମାଡ ମଧ୍ୟ ଦରକାର ବୋଲି କହିଛନ୍ତି।

ଅନ୍ୟପକ୍ଷେ ଦଳର ମୁଖପାତ୍ର ତଥା ସମ୍ପାଦକ ଦେବାଶିଷ ପଟ୍ଟନାୟକ କହିଛନ୍ତି, ଅଣ୍ଡାମାଡ କଂଗ୍ରେସର ସଂସ୍କୃତି ନୁହେଁ। ଆମ ଦଳ ହିଂସା ଉପରେ ବିଶ୍ୱାସ କରେ ନାହିଁ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସ୍ପଷ୍ଟ ମତ ରଖି ନ ଥିଲେ ବି ଏହା ଜନ ଅସନ୍ତୋଷର ପ୍ରତିଫଳନ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story