ନିର୍ବାଚନ ରଣାଙ୍ଗନରେ ବିଜେଡିର ୫ ରାଜ୍ୟସଭା ସାଂସଦ, ସନ୍ଦେହରେ ନେତୃତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଅପ୍ରତିଦ୍ୱନ୍ଦ୍ୱୀ ବୋଲାଉଥିବା ବିଜେଡି ଚଳିତ ସାଧାରଣ ନିର୍ବାଚନରେ ଅତ୍ୟଧିକ ଚାପଗ୍ରସ୍ତ ହୋଇପଡ଼ିଛି। ଦଳରେ ମାଳମାଳ ନେତା ଥିବା ସତ୍ତ୍ଵେ ରାଜ୍ୟସଭାରେ ଥିବା ନିଜର ୫ଜଣ ସାଂସଦଙ୍କୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛି। ଏପରିକି ମାତ୍ର ବର୍ଷକ ପୂର୍ବରୁ ଯାଇଥିବା ୨ଜଣ ସାଂସଦଙ୍କୁୁ ନିର୍ବାଚନକୁ ଓହ୍ଲାଇବାକୁ ପଛାଇ ନାହିଁ। ବିଜେଡି ଚଳିତ ସାଧାରଣ ନିର୍ବାଚନରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତଙ୍କୁ ଯଥାକ୍ରମେ ବରଗଡ଼, କେନ୍ଦ୍ରାପଡ଼ା ଓ କନ୍ଧମାଳ ଲୋକସଭା […]

5-pics

5-pics

Manoranjan Sial
  • Published: Tuesday, 02 April 2019
  • Updated: 02 April 2019, 07:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଅପ୍ରତିଦ୍ୱନ୍ଦ୍ୱୀ ବୋଲାଉଥିବା ବିଜେଡି ଚଳିତ ସାଧାରଣ ନିର୍ବାଚନରେ ଅତ୍ୟଧିକ ଚାପଗ୍ରସ୍ତ ହୋଇପଡ଼ିଛି। ଦଳରେ ମାଳମାଳ ନେତା ଥିବା ସତ୍ତ୍ଵେ ରାଜ୍ୟସଭାରେ ଥିବା ନିଜର ୫ଜଣ ସାଂସଦଙ୍କୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛି। ଏପରିକି ମାତ୍ର ବର୍ଷକ ପୂର୍ବରୁ ଯାଇଥିବା ୨ଜଣ ସାଂସଦଙ୍କୁୁ ନିର୍ବାଚନକୁ ଓହ୍ଲାଇବାକୁ ପଛାଇ ନାହିଁ।

ବିଜେଡି ଚଳିତ ସାଧାରଣ ନିର୍ବାଚନରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତଙ୍କୁ ଯଥାକ୍ରମେ ବରଗଡ଼, କେନ୍ଦ୍ରାପଡ଼ା ଓ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରିଥିବାବେଳେ ସାଂସଦ ପ୍ରତାପ କେଶରୀ ଦେବଙ୍କୁ ଆଳି ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଖଣ୍ଡପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ରାଜ୍ୟସଭାରେ ସୌମ୍ୟ ଓ ଅଚ୍ୟୁତଙ୍କ କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଥିବାବେଳେ ସେମାନେ ନିଜର ପତିଆରା ପ୍ରଦର୍ଶନ କରି ପ୍ରତ୍ୟକ୍ଷ ନିର୍ବାଚନରେ ଲଢ଼ିବା ପାଇଁ ଟିକେଟ୍ ହାତେଇବାରେ ସକ୍ଷମ ହୋଇଛନ୍ତି। ଯଦି ଉଭୟ ନେତା ନିର୍ବାଚନରେ ପରାଜିତ ହୁଅନ୍ତି ତା’ହେଲେ ନିଜର ରାଜ୍ୟସଭା ସାଂସଦ ପଦକୁ ଜାରି ରଖିବେ। ମାତ୍ର ବର୍ଷକ ପୂର୍ବରୁ ଏହି ଦୁଇ ନେତା ବିଜେଡିରେ ସାମିଲ ହୋଇଛନ୍ତି। ସେମାନଙ୍କ ପ୍ରତି ବିଜେଡି ନେତୃତ୍ୱଙ୍କ ଏତେ ପରିମାଣର ଦୁର୍ବଳତା ମଧ୍ୟ ସନ୍ଦେହ ଘେରରେ।

ସେହିପରି ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରତାପ କେଶରୀ ଦେବଙ୍କ ରାଜ୍ୟସଭାରେ କାର୍ଯ୍ୟକାଳ ୨୦୨୨ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଥିବାବେଳେ ଅନୁଭବ ମହାନ୍ତିଙ୍କର ୨୦୨୦ ଏପ୍ରିଲ ପର୍ଯ୍ୟନ୍ତ କାର୍ଯ୍ୟକାଳ ରହିଛି।

ସୂଚନାଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ନିଜର ତତକାଳୀନ ୩ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର, ଶଶି ଭୂଷଣ ବେହେରା ଓ ଦିଲ୍ଲୀପ ତିର୍କୀଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇଥିଲା। ସେମାନଙ୍କ ମଧ୍ୟରୁ କେବଳ ଦିଲ୍ଲୀପ ପରାଜିତ ହୋଇଥିଲେ। ମାତ୍ର ଚଳିତଥର ବିଜେଡି ଏହି ୩ ନେତାଙ୍କୁ ଟିକେଟ୍ ଦେଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story