ଆନ୍ଦୋଳନରୁ ଓହରିଲା ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟ

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟବ୍ୟାପୀ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି। ଦୀର୍ଘଦିନ ଧରି ଚାଲିଥିବା ଆନ୍ଦୋଳନରୁ ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟ ଓହରିଛି। ତେବେ ସାମ୍ମୁଖ୍ୟର ସଦସ୍ୟମାନେ ଆସନ୍ତା ୨୯ କିମ୍ବା ୩୦ ତାରିଖରେ କାର୍ଯ୍ୟରେ ଯୋଗଦେବେ। ଅନ୍ୟପଟେ ଏହି ଘଟଣାରେ ହାଇକୋର୍ଟ ବାର୍‌ ଆସୋସିଏସନ୍ ଉପ ସଭାପତି ବଂଶୀଧର ଶତପଥୀ ଇସ୍ତଫା ଦେଇଛନ୍ତି। ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେଇଥିବା ଜଣାଇଛନ୍ତି। ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟ ଆବାହକ ମିଲନ କାନୁନଗୋ ଏହି ସୂଚନା ଦେଇଛନ୍ତି। ଓକିଲ-ପୁଲିସ୍ […]

bjd-lawyers-front-decides-to-disassociate-itself-from-ongoing-lawyers-agitation

Manoranjan Sial
  • Published: Saturday, 27 October 2018
  • Updated: 27 October 2018, 07:51 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟବ୍ୟାପୀ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି। ଦୀର୍ଘଦିନ ଧରି ଚାଲିଥିବା ଆନ୍ଦୋଳନରୁ ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟ ଓହରିଛି। ତେବେ ସାମ୍ମୁଖ୍ୟର ସଦସ୍ୟମାନେ ଆସନ୍ତା ୨୯ କିମ୍ବା ୩୦ ତାରିଖରେ କାର୍ଯ୍ୟରେ ଯୋଗଦେବେ।

ଅନ୍ୟପଟେ ଏହି ଘଟଣାରେ ହାଇକୋର୍ଟ ବାର୍‌ ଆସୋସିଏସନ୍ ଉପ ସଭାପତି ବଂଶୀଧର ଶତପଥୀ ଇସ୍ତଫା ଦେଇଛନ୍ତି। ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେଇଥିବା ଜଣାଇଛନ୍ତି। ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟ ଆବାହକ ମିଲନ କାନୁନଗୋ ଏହି ସୂଚନା ଦେଇଛନ୍ତି।

ଓକିଲ-ପୁଲିସ୍ ବିବାଦକୁ ନେଇ ଚାଲିଥିବା ଆଇନଜୀବୀ ଆନ୍ଦୋଳନ ଜାରି ରଖିବାକୁ ଗତକାଲି ଓକିଲ ସଂଘ ନିଷ୍ପତ୍ତି ନେଇଥିଲା। ଗତକାଲିର ନିଷ୍ପତ୍ତି ପରେ ଆଜି ଆନ୍ଦୋଳନରୁ ଓହରି ଯାଇଛି ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟ। ପାଖାପାଖି ଦୁଇ ମାସ ହେବ ଓକିଲଙ୍କ ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ଅଚଳ ହୋଇ ପଡିଛି।

ତେବେ ଆନ୍ଦୋଳନରୁ ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟ ଓହରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟ ବାର ଆସୋସିଏସନର ସଂପାଦକ ସତ୍ୟବ୍ରତ ମହାନ୍ତି। ସେ କହିଛନ୍ତି-“ବାସ୍ତବରେ ଏପର୍ଯ୍ୟନ୍ତ ମୋ ପାଖରେ କୌଣସି ଅଫିସିଆଲ୍‌ ତଥ୍ୟ ନାହିଁ। ଯାହା ବି ଶୁଣିବାକୁ ପାଉଛୁ କେବଳ ଗଣମାଧ୍ୟମରୁ। ଯଦି ଏହା ସତ ହୋଇଥିବ, ତାହାହେଲେ ଦୁର୍ଭାଗ୍ୟଜନକ।”

ସେପଟେ କିଛି ଆଇନଜୀବୀ ହାଇକୋର୍ଟ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story