ବିଜେଡିକୁ ଭୋଟ୍ ଦେଲେନି ବୋଲି ଦୁଇ ଜଣଙ୍କୁ ଅପହରଣ କରି ନିର୍ଧୂମ ପିଟିଲେ

ସୋନପୁର(ଓଡ଼ିଶା ରିପୋର୍ଟର): ବିଜେଡି ନେତାଙ୍କ ସ୍ୱାମୀଙ୍କ ଦାଦାଗିରି। ଅନ୍ୟ ପାର୍ଟିକୁ ଭୋଟ୍‌ ଦେଲେ ବୋଲି ଦୁଇ ଜଣଙ୍କୁ ଅପହରଣ କରି ନେଇ ନିର୍ଧୂମ ପିଟିଲେ। ଏହାସହ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଲେ। ଏଭଳି ଅଭିଯୋଗ  ଆସିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ଅଞ୍ଚଳରୁ।  ଦୁଇ ଜଣ ହେଲେ ଶଗଡା ପଞ୍ଚାୟତର ଯୋରସିଂ ଗାଁର ନାରାୟଣ କହଁର ଓ  ତାଙ୍କ ସମ୍ପର୍କୀୟ ଭାଇ ତୁମ୍ବେଶ୍ୱର କହଁର। ଅଭିଯୋଗ ଅନୁସାରେ, ଗତକାଲି ନାରାୟଣ ଓ […]

sonepur

sonepur

Tapaswini Nayak
  • Published: Sunday, 20 March 2022
  • Updated: 20 March 2022, 02:16 PM IST

Sports

Latest News

ସୋନପୁର(ଓଡ଼ିଶା ରିପୋର୍ଟର): ବିଜେଡି ନେତାଙ୍କ ସ୍ୱାମୀଙ୍କ ଦାଦାଗିରି। ଅନ୍ୟ ପାର୍ଟିକୁ ଭୋଟ୍‌ ଦେଲେ ବୋଲି ଦୁଇ ଜଣଙ୍କୁ ଅପହରଣ କରି ନେଇ ନିର୍ଧୂମ ପିଟିଲେ। ଏହାସହ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଲେ। ଏଭଳି ଅଭିଯୋଗ  ଆସିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ଅଞ୍ଚଳରୁ।  ଦୁଇ ଜଣ ହେଲେ ଶଗଡା ପଞ୍ଚାୟତର ଯୋରସିଂ ଗାଁର ନାରାୟଣ କହଁର ଓ  ତାଙ୍କ ସମ୍ପର୍କୀୟ ଭାଇ ତୁମ୍ବେଶ୍ୱର କହଁର।

ଅଭିଯୋଗ ଅନୁସାରେ, ଗତକାଲି ନାରାୟଣ ଓ ତୁମ୍ବେଶ୍ୱର ମନମୁଣ୍ଡାରୁ ଘରକୁ ଫେରୁଥିଲେ। ଏହି ସମୟରେ ଖଣ୍ଡିକନପା ଗାଁ ମୁଣ୍ଡରୁ ସେମାନଙ୍କୁ ଅପହରଣ କରି ନିଆଯାଇଥିଲା।  ବିଜେଡିର ପରାଜିତ ଜିଲ୍ଲାପରିଷଦ ପ୍ରାର୍ଥି ବୟନ୍ତୀ ପ୍ରଧାନଙ୍କ ସ୍ୱାମୀ ବିପିନ ଓ ତାଙ୍କର ଅନ୍ୟ ୭ ସହଯୋଗୀ ନାରାୟଣ ଓ ତୁମ୍ବେଶ୍ୱରଙ୍କୁ ଅପହରଣ କରି ପାହାଡ ଉପରେ ଥିବା ଏକ ଜଙ୍ଗଲକୁ ନେଇ ଯାଇଥିଲେ। ନିର୍ବାଚନ ସମୟରେ କାହିଁକି ତାଙ୍କ ପାର୍ଟିକୁ ଭୋଟ୍‌ ନ ଦେଇ ଅନ୍ୟ ପାର୍ଟି ସପକ୍ଷରେ ମତଦାନ କରିଥିବା ଅଭିଯୋଗ ଆଣି ଉଭୟଙ୍କୁ ନିର୍ଧୂମ ପିଟିଥିଲେ। ଏ ନେଇ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ନାରାୟଣ ଓ ତୁମ୍ବେଶ୍ୱର। ସେପଟେ ଅଭିଯୋଗକୁ ନେଇ ସଂପୃକ୍ତ ବିଜେଡି ନେତାଙ୍କ  ପ୍ରତିକ୍ରିୟା ମିଳିପାରିନାହିଁ।

ବୟନ୍ତୀ ପ୍ରଧାନ ବିଜେଡିରୁ ଜିଲ୍ଲାପରିଷଦ ପ୍ରାର୍ଥି ଭାବେ ନିର୍ବାଚନ ଲଢୁଥିଲେ। ସେ ନିର୍ବାଚନରେ ପରାଜିତ ହୋଇଥିଲେ।

ଅଭିଯୋଗ କାରୀ ନାରାୟଣ କହିଛନ୍ତି, ଆମକୁ ପାହାଡ଼ ଉପରେ ଥିବା ଜଙ୍ଗଲକୁ ନେଇ ମାରପିଟ୍ କରିଥିଲେ। ପରେ ଆମ ପାଖରୁ ଟଙ୍କା ଛଡ଼ାଇ ନେଇଥିଲେ। ଏହାସହ ଆମକୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story