କେନ୍ଦ୍ରାପଡ଼ାରେ ବୈଜୟନ୍ତ-ଅନୁଭବ ଲଢ଼େଇ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନରେ ସମ୍ମାନଜନକ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ଏବେ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ବିଜେପିରେ ସାମିଲ ହେବାପରେ ନିଜର ଗଡ଼କୁ ସୁରକ୍ଷିତ ରଖିବା ପାଇଁ ବିଜେଡି ଏବେ ନୂଆ ରଣନୀତି ପ୍ରସ୍ତୁତ କରିଛି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ବିଜେଡି ଆଗାମୀ ନିର୍ବାଚନରେ […]

jay-anu

jay-anu

Manoranjan Sial
  • Published: Saturday, 09 March 2019
  • Updated: 10 March 2019, 08:09 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନରେ ସମ୍ମାନଜନକ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ଏବେ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ବିଜେପିରେ ସାମିଲ ହେବାପରେ ନିଜର ଗଡ଼କୁ ସୁରକ୍ଷିତ ରଖିବା ପାଇଁ ବିଜେଡି ଏବେ ନୂଆ ରଣନୀତି ପ୍ରସ୍ତୁତ କରିଛି।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ବିଜେଡି ଆଗାମୀ ନିର୍ବାଚନରେ କେନ୍ଦ୍ରାପଡ଼ା ଆସନରୁ ଲୋକସଭା ପ୍ରାର୍ଥୀ କରିବା ପ୍ରାୟ ନିଶ୍ଚିତ ହୋଇଛି । ଜିଲ୍ଲାରେ ଦଳ ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳକୁ ନେଇ ଉବୁଟୁବୁ ହେଉଥିବାବେଳେ ‘ଫିଲ୍ମ ତାରକା’ଙ୍କୁ ପ୍ରାର୍ଥୀ କରି ଦଳ ନିଜର ଆସନକୁ ବଞ୍ଚାଇବା ପାଇଁ ଶେଷ ପ୍ରୟାସ ଆରମ୍ଭ କରିଛି। ଏହି କାରଣରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାତ୍ର ୨୦ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଆସନ୍ତାକାଲି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଉଛନ୍ତି।

କେନ୍ଦ୍ରାପଡ଼ା ଲୋକସଭା ଆସନ ଅନ୍ତର୍ଗତ ରାଜନଗର, ଆଳି ଓ ସାଲେପୁର ବିଧାନସଭା ଆସନରେ ଏବେ କଂଗ୍ରେସ ବିଧାୟକ ଥିବାବେଳେ ପାଟକୁରା,ମହାକାଳପଡ଼ା, ମାହାଙ୍ଗା ଓ କେନ୍ଦ୍ରାପଡ଼ା ବିଧାନସଭା ଆସନରେ ବିଜେଡି ବିଧାୟକ ଅଛନ୍ତି। ତେବେ ଜିଲ୍ଲାରେ ଗୋଷ୍ଠୀକନ୍ଦଳ ତୀବ୍ର ରୂପ ଧାରଣ କରିଥିବାବେଳେ ବିଜେଡି ନେତାମାନେ ଏବେ ପରସ୍ପରର ଗୋଛିକଟାରେ ବ୍ୟସ୍ତ। ତେଣୁ ଦଳ ସେହି ଜିଲ୍ଲାରୁ କୌଣସି ନେତାଙ୍କୁ ଲୋକସଭା ପ୍ରାର୍ଥୀ କରି ରିସ୍କ ନେବାକୁ ଚାହୁଁନଥିବା ଜଣାପଡ଼ିଛି। ତା’ଛଡ଼ା ବୈଜୟନ୍ତଙ୍କର ଏକ ବିଶାଳ ନିଜସ୍ୱ ଭୋଟବ୍ୟାଙ୍କ ରହିଛି। ସେ ବିଜେପିରେ ମିଶିବା ପରେ ଉଭୟ ବିଜେପି ଓ ବୈଜୟନ୍ତଙ୍କର ଶକ୍ତି ମଧ୍ୟ ବୃଦ୍ଧି ହୋଇଛି। ତେଣୁ ବିଜେପି ଏହି ଆସନରେ ବୈଜୟନ୍ତଙ୍କୁ ପ୍ରାର୍ଥୀ କରି ବିଜେଡିଠୁ ସେହି ସିଟକୁ ଛଡ଼ାଇ ଆଣିବାରେ ସକ୍ଷମ ହେବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

କେନ୍ଦ୍ରାପଡ଼ା ଲୋକସଭା ଆସନରେ କଂଗ୍ରେସର ସ୍ଥିତି ଭଲ ନାହିଁ, ତେଣୁ ଲଢ଼େଇ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ ହେବ। ବୈଜୟନ୍ତଙ୍କ ଦୀର୍ଘ ଏକ ଦଶନ୍ଧି ଧରି ନିଜସ୍ୱ ସଂଗଠନ ଥିବାରୁ ତାଙ୍କୁ ମୁକାବିଲା କରିବା ପାଇଁ ବିଜେଡି ଫିଲ୍ମ ତାରକା ଅନୁଭବ ମହାନ୍ତିଙ୍କୁ ପ୍ରସ୍ତୁତ କରାଯାଉ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story