୨୦୧୯ରେ ବିଜେଡି ମୂଳପୋଛ ହେବା ନିଶ୍ଚିତ : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ମୂଳପୋଛ ହେବା ନିଶ୍ଚିତ ବୋଲି ରାଜ୍ୟ ବିଜେପି ଦମ୍ଭୋକ୍ତି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ଏବେ ଘନଘନ ଓଡ଼ିଶା ଗସ୍ତ କରୁଥିବାରୁ ରାଜ୍ୟରେ ବିଜେପି କର୍ମୀମାନଙ୍କ ମନୋବଳ ବୃଦ୍ଧି ପାଇଛି ଓ ଏହା ବିଜେଡିକୁ କ୍ଷମତାରୁ ହଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ […]

BJD-WILL-BE-WIPED-OUT-IN-2019-POLLS-CLAIMS-BJP

Manoranjan Sial
  • Published: Tuesday, 05 February 2019
  • Updated: 05 February 2019, 07:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ମୂଳପୋଛ ହେବା ନିଶ୍ଚିତ ବୋଲି ରାଜ୍ୟ ବିଜେପି ଦମ୍ଭୋକ୍ତି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ଏବେ ଘନଘନ ଓଡ଼ିଶା ଗସ୍ତ କରୁଥିବାରୁ ରାଜ୍ୟରେ ବିଜେପି କର୍ମୀମାନଙ୍କ ମନୋବଳ ବୃଦ୍ଧି ପାଇଛି ଓ ଏହା ବିଜେଡିକୁ କ୍ଷମତାରୁ ହଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା ଆସନ୍ତା ୧୫ତାରିଖରେ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ସମ୍ବଲପୁର ଗସ୍ତ ସମ୍ପର୍କରେ ସୂଚନା ଦେବା ସହ ଏଥିରେ ଢେଙ୍କାନାଳ, ବରଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ସାଂଗଠନିକ କର୍ମକର୍ତ୍ତାଙ୍କ ସମାବେଶ ହେବ ବୋଲି କହିଛନ୍ତି। ଏହାସହିତ ଓଡ଼ିଶାକୁ ମୋଦି ସରକାରଙ୍କ ଅମଳରେ ୫.୧୩ଲକ୍ଷ କୋଟି ଟଙ୍କା ମିଳିଛି ବୋଲି ଶ୍ରୀ ଶାହ ଯେଉଁ ସୂଚନା ଦେଇଥିଲେ ତା’ଉପରେ ସେ ବିସ୍ତୃତ ତଥ୍ୟ ରଖିଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି ଯେ, ଅମିତ୍ ଶାହ ଓଡ଼ିଶା ଗସ୍ତବେଳେ ରାଜ୍ୟକୁ ୫ଲକ୍ଷ ୧୩ହଜାର ୨୫୫କୋଟି ଟଙ୍କା କେବଳ ମୋଦି ସରକାର ଅମଳରେ ମିଳିଛି ବୋଲି କହିଥିଲେ। ସେ ନେଇ ବୁଦ୍ଧିଜୀବୀଙ୍କ ମନରେ ପ୍ରଶ୍ନ ରହିଥିଲା। ତେବେ ଦଳ ଏହାର ହିସାବ ଦେବାକୁ ଚାହୁଁଛି। ସେ କହିଛନ୍ତି ଯେ, ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସରେ ଓଡ଼ିଶାରେ ୨ଲକ୍ଷ ୧୧ହଜାର ୫୧୦କୋଟି ଟଙ୍କା ମିଳିଥିବାବେଳେ କେନ୍ଦ୍ରୀୟ କର ବାବଦରେ ୧ .୮୪ ଲକ୍ଷ କୋଟି, ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ବାବଦରେ ୫୧,୫୯୦କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପରିଚାଳନାରେ ୩୦୯୭କୋଟି, ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥା ପାଇଁ ୧୦,୬୩୦କୋଟି ଟଙ୍କା, ଡିଏମଏଫରେ ୪୩୦୪କୋଟି ଟଙ୍କା, ପେଟ୍ରୋଲିୟମ ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପରେ ୧ ଲକ୍ଷ ୩୭ହଜାର ୮୧୬କୋଟି ଟଙ୍କା, ମୁଦ୍ରା ଯୋଜନାରେ ୩୩,୬୫୯କୋଟି ଟଙ୍କା ଓଡ଼ିଶାକୁ ଆସିଛି।

ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ଆଉ ମାତ୍ର ମାସେ ଥିବାବେଳେ ଏପର୍ଯ୍ୟନ୍ତ ମାତ୍ର ୫୫ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ ହୋଇପାରିଛି। ଆଉ ମାସକ ମଧ୍ୟରେ ବାକି ଥିବା ୪୫% କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାର ଜାଲ ବିଲ୍ ଓ ପିସି କାରବାର ମାଧ୍ୟମରେ ବାଟମାରଣା କରିପାରନ୍ତି ବୋଲି ବିଜେପି ଆଶଙ୍କା କରୁଛି।

ଦୀର୍ଘ ୧୯ବର୍ଷ ଧରି ଶାସକ ବିଜେଡି ଚିଟଫଣ୍ଡ, ଡାଲି, ଖଣି ଭଳି ଅନେକ ଦୁର୍ନୀତିରେ ସଂପୃକ୍ତି ଥିବାର ପ୍ରମାଣ ମିଳିଛିା ମେଡିକାଲରେ ଡାକ୍ତର ଅଭାବ, ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି, ପାନୀୟ ଜଳ ଅଭାବ, ଜଳସେଚନ ଅଭାବ, ମଣ୍ଡି ଅବ୍ୟବସ୍ଥା ଆଦି ଅନେକ ସମସ୍ୟା ରାଜ୍ୟରେ ଥିବା ସମୟରେ ରାଜ୍ୟ ସରକାର ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ରାଜ୍ୟରେ ଲକ୍ଷ ଲକ୍ଷ ଯୁବକ ଆଜି ରୋଜଗାର ନପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ନାରୀ ଏଠି ପ୍ରତି ମୁହୂର୍ତ୍ତରେ ଅପମାନିତ ଏବଂ ଅସମ୍ମାନିତ ହୋଇ ଚାଲିଛି। ଶାସକ ଦଳର ନିର୍ଦ୍ଦେଶରେ ପୋଲିସ କାର୍ଯ୍ୟ କରୁଛି। ରାଜ୍ୟରେ ଏକ ଅଗଣତାନ୍ତ୍ରିକ ସରକାର ଚାଲିଛି ଏବଂ ଆଗାମୀ ଦିନରେ ଏହି ସରକାରକୁ ଓଡ଼ିଶାବାସୀ ଓପାଡ଼ି ଫିଙ୍ଗିଦେବେ। ବିଜେଡି ସରକାର ନିଶ୍ଚିତ ସଫା ହୋଇଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ, ବିଧାୟକ ରବି ନାଏକ, ପ୍ରଦୀପ ପୁରୋହିତ, ରାଧାରାଣୀ ପଣ୍ଡା, ନିତେଶ ଗଙ୍ଗଦେବ ଓ ଗୋବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story