୨୪ ଘଣ୍ଟା ଭିତରେ ଅନୁଭବଙ୍କୁ ଗିରଫ କର: ବିଜେପି

କଟକ(ଓଡ଼ିଶା ରିପୋର୍ଟର):ଜଣେ ମହିଳା ସାମ୍ୱାଦିକଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଦୁର୍ବବ୍ୟହାର କରିଥିବା ଅଭିଯୋଗ ଘଟଣାକୁ କଟକ ନଗର ବିଜେପି ଯବୁ ମୋର୍ଚ୍ଚା ନିନ୍ଦା କରିଛି। ଏଥିସହ  ଗୌରୀଶଙ୍କର ପାର୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନୁଭବଙ୍କ କୁଶ ପୁତ୍ତଳିକା ଦାହ କରିଛି ବିଜେପି। ୨୪ ଘଣ୍ଟା ଭିତରେ ଅନୁଭବଙ୍କୁ ଗିରଫ ପାଇଁ ଯୁବ ମୋର୍ଚ୍ଚା ଦାବି କରିଛି।   ଏନେଇ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ସିକନ୍ଦର ଅଲ୍ଲୀ କହିଛନ୍ତି,“ ସାଂସଦ ଅନୁଭବ ମହାନ୍ତିଙ୍କ […]

b-90

b-90

Tapas Behera
  • Published: Saturday, 15 June 2019
  • Updated: 15 June 2019, 04:38 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):ଜଣେ ମହିଳା ସାମ୍ୱାଦିକଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଦୁର୍ବବ୍ୟହାର କରିଥିବା ଅଭିଯୋଗ ଘଟଣାକୁ କଟକ ନଗର ବିଜେପି ଯବୁ ମୋର୍ଚ୍ଚା ନିନ୍ଦା କରିଛି। ଏଥିସହ  ଗୌରୀଶଙ୍କର ପାର୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନୁଭବଙ୍କ କୁଶ ପୁତ୍ତଳିକା ଦାହ କରିଛି ବିଜେପି। ୨୪ ଘଣ୍ଟା ଭିତରେ ଅନୁଭବଙ୍କୁ ଗିରଫ ପାଇଁ ଯୁବ ମୋର୍ଚ୍ଚା ଦାବି କରିଛି।

ଏନେଇ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ସିକନ୍ଦର ଅଲ୍ଲୀ କହିଛନ୍ତି,“ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଗତକାଲି ଜଣେ ମହିଳା ସାମ୍ୱାଦିକ ଯେଉଁ ଅଭିଯୋଗ ଆଣିଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମେ ଦାବି କରୁଛୁ ଅନୁଭବ ମହାନ୍ତିଙ୍କ ବିରୋଧରେ ପୁରୀଘାଟ ଥାନାରେ  ଯେଉଁ ମାମଲା ହୋଇଛି ତାଙ୍କୁ ତୁରନ୍ତ ଗିରଫ କରାଯାଉ। ୨୪ ଘଣ୍ଟା ଭିତରେ ତାଙ୍କୁ ଗିରଫ କରିବାକୁ ଆମେ ଦାବି କରୁଛୁ।”

ସୂଚନାଯୋଗ୍ୟ, କଟକର ସସ୍ମିତା ଆଚାର୍ଯ୍ୟ ନାମ୍ନୀ ଜଣେ ମହିଳା ସାମ୍ବାଦିକ କଟକ ପୁରୀଘାଟ ଥାନାରେ ଅନୁଭବ ଓ ତାଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ  ନାଁରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଅନୁଭବଙ୍କ ଭାଇ ଅନୁପ୍ରାସ ତାଙ୍କୁ ଦୀର୍ଘ ଦୁଇ ବର୍ଷ ଧରି କମେଣ୍ଟ ମାରିବା ସହ ହଇରାଣ କରି ଆସୁଥିଲେ। ଗତ ୧୨ ତାରିଖ ରାତିରେ ସେ ଏନେଇ ଗୁହାରି କରିବାକୁ ଅନୁଭବଙ୍କ ଘରକୁ ଯାଇଥିଲେ। ହେଲେ ସେଠାରେ ଅନୁଭବ ତାଙ୍କୁ ଦୁର୍ବ୍ୟବହାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story