ଲୋକଙ୍କ ଇମୋସନ୍‌ ସହ ଖେଳିଛନ୍ତି ନବୀନ: କୁସୁମ ଟେଟେ

ବିଜେପୁର(ଓଡ଼ିଶା ରିପୋର୍ଟର):ବିଜେପୁର ଉପନିର୍ବାଚନ ପାଇଁ ଏବେ ପ୍ରଚାରରେ କମ୍ପୁଛି। ହାତରେ ଆଉ ଦିନ କେଇଟା ଥିବାରୁ ବିଭିନ୍ନ ଦଳର ନେତା ଏବେ ବିଜେପୁର ମୁହାଁ ହୋଇଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ସୁନ୍ଦରଗଡ଼ ବିଧାୟିକା ମଧ୍ୟ ଆଜି ଯାଇ ନିର୍ବାଚନ ପ୍ରଚାର କରିଛନ୍ତି। ପ୍ରଚାର ବେଳେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସେ ବିଜେଡି ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ବିଜେଡି ଛାଡ଼ି ବିଜେପିରୁ ବିଧାୟିକା ହୋଇଥିବା କୁସୁମ ଟେଟେ କହିଛନ୍ତି […]

321

321

Tapas Behera
  • Published: Friday, 11 October 2019
  • Updated: 11 October 2019, 04:26 PM IST

Sports

Latest News

ବିଜେପୁର(ଓଡ଼ିଶା ରିପୋର୍ଟର):ବିଜେପୁର ଉପନିର୍ବାଚନ ପାଇଁ ଏବେ ପ୍ରଚାରରେ କମ୍ପୁଛି। ହାତରେ ଆଉ ଦିନ କେଇଟା ଥିବାରୁ ବିଭିନ୍ନ ଦଳର ନେତା ଏବେ ବିଜେପୁର ମୁହାଁ ହୋଇଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ସୁନ୍ଦରଗଡ଼ ବିଧାୟିକା ମଧ୍ୟ ଆଜି ଯାଇ ନିର୍ବାଚନ ପ୍ରଚାର କରିଛନ୍ତି। ପ୍ରଚାର ବେଳେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସେ ବିଜେଡି ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ବିଜେଡି ଛାଡ଼ି ବିଜେପିରୁ ବିଧାୟିକା ହୋଇଥିବା କୁସୁମ ଟେଟେ କହିଛନ୍ତି ଯେ, ଦୁଇ ବର୍ଷରେ ଏଠାରେ ୩ ଥର ନିର୍ବାଚନ ହେଉଛି।

ଏଥିପାଇଁ ନିଜେ ଭୋଟରମାନେ ଦୁଃଖିତ ଅଛନ୍ତି। ଯେତେବେଳେ ନିର୍ବାଚନ ହୁଏ ସେତେବେଳେ ସରକାରୀ ଯୋଜନା ସବୁ ବନ୍ଦ ହୋଇଯାଏ। ସେ କଥା ବି ଏଠିକାର ଲୋକେ ଅନୁଭବ କରିଛନ୍ତି। ଯେତେବେଳେ ନିଜେ ମୁଖ୍ୟମନ୍ତ୍ରୀ ଏଠିକାର ଆସନରେ ଛିଡ଼ା ହୋଇ ନିର୍ବାରଚନ ଲଢ଼ିଥିଲେ , ସେତେବେଳେ କହିଥିଲେ ଏହି ନିର୍ବାଚନମଣ୍ଡଳୀର ଦାୟିତ୍ୱ ମୁଁ ନିଜେ ନେବି। ସେଥିରେ ବି ସେ ଭୁଆଁ ବୁଲାଇଲେ।

ସେଥିପାଇଁ ଭୋଟରଦାତାମାନେ ବହୁ ଦୁଃଖିତ ଅଛନ୍ତି। ଏମିତି କରି ଲୋକଙ୍କ ଭାବନା ଓ ବିଶ୍ୱାସ ସହ ଖେଳାଯାଇଛି।ଏମିତି ବାରମ୍ବାର ନିର୍ବାଚନ କରି ସେ କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଠିକାର ଲୋକଙ୍କର କୌଣସି ଉନ୍ନତି ହେଉ ନାହିଁ। ପୂର୍ବ ଉପନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀକୁ କୋଟି କୋଟି ଟଙ୍କା ଦିଆଯାଇଥିଲା। ସେ ଟଙ୍କା କୁଆଡ଼େ ଗଲା। ଏଠିକାର ଲୋକଙ୍କୁ ସ୍ୱଚ୍ଛ ପାଣି ଦେବା ପାଇଁ ଘୋଷଣା ହୋଇଥିଲା। ତାହା ବି ହେଲାନି। ତେଣୁ ଏହି ନିର୍ବାଚନରେ ଲୋକେ ବିଜେଡିକୁ ଉଚିତ୍ ଜବାବ ଦେବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story