ବିଜେପି କହିଲା ‘ନୀଚ୍ଚ ମାନସିକତା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡି ସୁପ୍ରିମୋ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଛନ୍ତି। ଏପରି ନିଲମ୍ବନକୁ ବିଜେପି କଡ଼ା ସମାଲୋଚନା କରିଛି। ଏହା ନୀଚ୍ଚ ମାନସିକତାର ପରିଚୟ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ଏହାକୁ ନୀଚ୍ଚ ମାନସିକତା। ତାଙ୍କ ପ୍ରତି ଆରୋପ ଦଳର ନୀଚ୍ଚ ମାନସିକତା ପ୍ରତିଫଳନ କରୁଛି। ପ୍ରଧାନମନ୍ତ୍ରୀଙ୍କ ପଲିସିକୁ ବିଭିନ୍ନ ଦଳର ନେତା ପ୍ରଶଂସା କରୁଛନ୍ତି, ତା ବୋଲି କ’ଣ […]

bjp

bjp

Rakesh Mallick
  • Published: Wednesday, 24 January 2018
  • Updated: 24 January 2018, 10:36 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡି ସୁପ୍ରିମୋ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଛନ୍ତି। ଏପରି ନିଲମ୍ବନକୁ ବିଜେପି କଡ଼ା ସମାଲୋଚନା କରିଛି। ଏହା ନୀଚ୍ଚ ମାନସିକତାର ପରିଚୟ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ଏହାକୁ ନୀଚ୍ଚ ମାନସିକତା। ତାଙ୍କ ପ୍ରତି ଆରୋପ ଦଳର ନୀଚ୍ଚ ମାନସିକତା ପ୍ରତିଫଳନ କରୁଛି। ପ୍ରଧାନମନ୍ତ୍ରୀଙ୍କ ପଲିସିକୁ ବିଭିନ୍ନ ଦଳର ନେତା ପ୍ରଶଂସା କରୁଛନ୍ତି, ତା ବୋଲି କ’ଣ ସେସବୁ ନେତାଙ୍କୁ ଦଳକୁ ସସପେଣ୍ଡ କରିଦିଆଯାଉଛି।”

ସେ ଆହୁରି କହିଛନ୍ତି, “କୌଣସି ଦଳରେ କାହାକୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯିବା ଦେଖାଯାଏ ନାହିଁ। ବ୍ଲକରୁ ଆସି କିଛି ଲୋକ ଅଭିଯୋଗ କରିବା ପରେ ସସପେଣ୍ଡ କେଉଁଠି ହୁଏନି।”

କୁନ୍ଦୁଲି ଆକ୍ରୋଶରୁ ନଜର ହଟାବାକୁ ଷଡଯନ୍ତ୍ର

ସାଂସଦ ପଣ୍ଡାଙ୍କ ନିଲମ୍ବନ ପରେ କଡ଼ା ମନ୍ତବ୍ୟ ଦେଇଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି। ସେ କହିଛନ୍ତି, “କୁନ୍ଦୁଲି ଜନ ଆକ୍ରୋଶରୁ ଦୃଷ୍ଟି ହଟାଇବାକୁ ବୈଜୟନ୍ତଙ୍କୁ ନିଲମ୍ବନ କରାଯାଇଛି। ୩ୟ ମହଲାର ଜଣେ ଅଣ ଓଡ଼ିଆ ଅଫିସରଙ୍କ ପ୍ରତି ତାଙ୍କର ଶାଣିତ ସ୍ୱର ପାଇଁ ଏପରି ନିଲମ୍ବନ କରାଯାଇଛି। ଏହାଦ୍ୱାରା ନବୀନ ତାଙ୍କ ନିଃସହାୟତାକୁ ସ୍ପଷ୍ଟ କରିଛନ୍ତି। ବିଜେଡିର ଅନ୍ତଃକନ୍ଦଳ ଭୟଙ୍କର ରୂପ ନେଇ ଦଳକୁ ଦୁର୍ବଳ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story