ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିବାକୁ ଧମକ ଦେଉଛନ୍ତି ଏକ୍ସ ବୟଫ୍ରେଣ୍ଡ

ଭୁବନେଶ୍ୱର: “ଦେଖ୍‌ ପ୍ରେମ କରୁଥିଲୁ। ମୁଁ ବି ତତେ ଭଲ ପାଇଛି। ତା ହେଲେ ଅସୁବିଧା କୋଉଠି, ଚାଲିଆ ନ ହେଲେ ଅସୁବିଧା ହେବ । ମୋ ପାଖରେ ତୋର ଏମିତି ଫଟୋ ଅଛି ଯାହା ତତେ ବାଟ ଚଲେଇ ଦବନି।” ଫୋନ୍‌ର ଏଭଳି ଧମକପୂର୍ଣ୍ଣ କଥା କହି ଜଣେ ଯୁବକ ନିଜ ପୂର୍ବ ପ୍ରେମିକାଙ୍କୁ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ବାଧ୍ୟ କରୁଛନ୍ତି। ସମ୍ପର୍କ ନ ରଖିଲେ ଅତୀତରେ ଦୁହିଁଙ୍କ ଭିତରେ ଥିବା ସମ୍ପର୍କ କଥା ଦାଣ୍ଡରେ […]

s4 copy

s4 copy

Rakesh Mallick
  • Published: Wednesday, 17 January 2018
  • Updated: 17 January 2018, 08:36 AM IST

Sports

Latest News

ଭୁବନେଶ୍ୱର: “ଦେଖ୍‌ ପ୍ରେମ କରୁଥିଲୁ। ମୁଁ ବି ତତେ ଭଲ ପାଇଛି। ତା ହେଲେ ଅସୁବିଧା କୋଉଠି, ଚାଲିଆ ନ ହେଲେ ଅସୁବିଧା ହେବ । ମୋ ପାଖରେ ତୋର ଏମିତି ଫଟୋ ଅଛି ଯାହା ତତେ ବାଟ ଚଲେଇ ଦବନି।”

ଫୋନ୍‌ର ଏଭଳି ଧମକପୂର୍ଣ୍ଣ କଥା କହି ଜଣେ ଯୁବକ ନିଜ ପୂର୍ବ ପ୍ରେମିକାଙ୍କୁ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ବାଧ୍ୟ କରୁଛନ୍ତି। ସମ୍ପର୍କ ନ ରଖିଲେ ଅତୀତରେ ଦୁହିଁଙ୍କ ଭିତରେ ଥିବା ସମ୍ପର୍କ କଥା ଦାଣ୍ଡରେ ପଡି ହାଟରେ ଗଡିବ ବୋଲି ଧମକ୍‌ ଦେଇଛନ୍ତି। ଏପରିକି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିବେ ବୋଲି ଯୁବକ ଜଣକ ଧମକ ଦେବାରୁ ଏବେ ପୀଡିତା ପୋଲିସର ଦ୍ୱାରସ୍ଥ ହୋଇଛନ୍ତି।

ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ର ଏହି ଯୁବତୀଙ୍କ ସହ ଶାରୀରୀକ ସମ୍ପର୍କ ରଖିବାକୁ ଯୁବକଙ୍କ ବ୍ଲାକମେଲିଂ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଯୁବତୀ ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ପାଖାପାଖି ୪ ବର୍ଷ ତଳେ ଏକ ଉତ୍ସବରେ ଗଡସାହିର ସୁଶୀଲ ନାମକ ଜଣେ ଯୁବକଙ୍କ ସହ ତାଙ୍କର ଭେଟ ହୋଇଥିଲା। ସେଠାରେ ଆରମ୍ଭ ହୋଇଥିଲା ପ୍ରେମ। ମିଠା ମିଠା କଥା କହି ଯୁବକ ଜଣକ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ଏମିତି ଢ଼ଙ୍ଗରେ ଦୀର୍ଘ ୩ ବର୍ଷ ଧରି ପ୍ରେମ ସମ୍ପର୍କ ରଖିଥିଲେ। କିଛିଦିନ ପରେ ସୁଶୀଲ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇଥିଲେ। ଯୁବତୀ ଜଣଙ୍କ ସୁଶୀଲଙ୍କ ଏଭଳି କଥା ଜାଣିବା ପରେ ସୁଶୀଲଙ୍କ ସହ ଝଗଡା ହୋଇଥିଲା। ପରିବାର ଲୋକଙ୍କୁ ଏ ବିଷୟରେ ଅବଗତ କରାଇ ଯୁବତୀ ଜଣକ ତାଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ।

ହଠାତ୍‌ କିଛିଦିନ ତଳେ ସୁଶୀଲ ଉକ୍ତ ଯୁବତୀଙ୍କୁ ବାରମ୍ବାର ଫୋନ୍‌ କରି ଦେଖା କରିବାକୁ ବାଧ୍ୟ କରିଥିଲେ। ହେଲେ ଯୁବତୀ ଭେଟିବା ପାଇଁ ରୋକଠୋକ୍‌ ମନା କରିଥିଲେ। ହଠାତ୍‌ ଦିନେ ରାଜଧାନୀର ଏକ ସପିଂ ମଲ୍‌ରେ ଉଭୟଙ୍କର ଭେଟ ହୋଇଥିଲା। ସେଠାରେ ଯୁବତୀଙ୍କ ସହ ପୁଣି ପ୍ରେମସମ୍ପର୍କ ରଖିବାକୁ ଜିଦି ଧରିଥିଲେ ସୁଶୀଲ। କହିଥିଲେ, ସେ ଯେଉଁ ଯୁବତୀଙ୍କୁ ପ୍ରେମ କରୁଥିଲେ ସେ ତାଙ୍କୁ ଧୋକ୍କା ଦେଇଛି। ତା’ର ଆଉ କାହା ସହ ପ୍ରେମ ଚାଲିଛି। ଏବେ ତୁମେ ପୁଣି ମୋ ସହ ସମ୍ପର୍କ ରଖ।’ ତାଙ୍କର ଏଭଳି ପ୍ରସ୍ତାବକୁ କିନ୍ତୁ ଯୁବତୀ ଜଣକ ଏଡେଇ ଯାଇଥିଲେ। ବାସ୍‌ ଏତିକିରେ ସୁଶୀଲ ରାଗିଯାଇ ଥିଲା। ସେବେଠୁ ପ୍ରତିଦିନ ମୋବାଇଲ୍‌ ଫୋନ୍‌ କରି ସେ ଯୁବତୀଙ୍କୁ ଧମକାଉଛନ୍ତି। ଅନ୍ତରଙ୍ଗ ମୂର୍ହୁର ଫଟୋକୁ ଭାଇରାଲ୍‌ କରିବାକୁ କହୁଛନ୍ତି। ଏମିତିକି ସୁଶୀଲ ଯୁବତୀଙ୍କ ଅଫିସ୍‌ ସାମ୍ନାରେ ଘଣ୍ଟା ଘଣ୍ଟା ଧରି ଜଗି ରହି ହଇରାଣ ହରକତ କରୁଥିବା ଯୁବତୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story