ବ୍ଲକ୍‌ ଓ ତହସିଲ କାର୍ଯ୍ୟାଳୟରେ ପଡ଼ିଲା ତାଲା  

ଦେବଗଡ଼( ସିଦ୍ଧାର୍ଥ ଗୁରୁ): ଦେବଗଡ ଜିଲ୍ଲା ରିଆମାଳ ବ୍ଲକରେ କିଛି ମାସ ହେଲା ବିଡିଓ ,ଅତିରିକ୍ତ ବିଡିଓ, ଜି.ପି.ଇ.ଓ.,ସହକାରୀ ଯନ୍ତ୍ରୀ ଓ ବରିଷ୍ଠ କିରାଣୀ ପଦବୀ ଖାଲି ରହିଛି।  ଏହା ପ୍ରତିବାଦରେ ଆଜି  ରିଆମାଳ ବ୍ଲକର ପଞ୍ଚାୟତ ପ୍ରତିନିଧିମାନେ ବ୍ଲକ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି। ଆଜି ପୂର୍ବାହ୍ନରେ ରିଆମାଳ ବ୍ଲକ ଅଧ୍ୟକ୍ଷା ରିତାଞ୍ଜଳୀ ହାତୀ ଓ ଉପାଧ୍ୟକ୍ଷ ବୈକୁଣ୍ଠ ପାଇକରାୟଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଦସ୍ୟମାନେ ବ୍ଲକ କାର୍ଯ୍ୟାଳୟ […]

tala

tala

Jyoshna Pradhan
  • Published: Tuesday, 15 October 2019
  • Updated: 15 October 2019, 03:01 PM IST

Sports

Latest News

ଦେବଗଡ଼( ସିଦ୍ଧାର୍ଥ ଗୁରୁ): ଦେବଗଡ ଜିଲ୍ଲା ରିଆମାଳ ବ୍ଲକରେ କିଛି ମାସ ହେଲା ବିଡିଓ ,ଅତିରିକ୍ତ ବିଡିଓ, ଜି.ପି.ଇ.ଓ.,ସହକାରୀ ଯନ୍ତ୍ରୀ ଓ ବରିଷ୍ଠ କିରାଣୀ ପଦବୀ ଖାଲି ରହିଛି।  ଏହା ପ୍ରତିବାଦରେ ଆଜି  ରିଆମାଳ ବ୍ଲକର ପଞ୍ଚାୟତ ପ୍ରତିନିଧିମାନେ ବ୍ଲକ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି। ଆଜି ପୂର୍ବାହ୍ନରେ ରିଆମାଳ ବ୍ଲକ ଅଧ୍ୟକ୍ଷା ରିତାଞ୍ଜଳୀ ହାତୀ ଓ ଉପାଧ୍ୟକ୍ଷ ବୈକୁଣ୍ଠ ପାଇକରାୟଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଦସ୍ୟମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ। ସେମାନେ  କର୍ମଚାରୀମାନଙ୍କୁ ବାହାରକୁ ଡାକିବା ପରେ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ।

ଗତ ଫେବୃଆରୀ ୨୩ ତାରିଖରେ ରିଆମାଳ ବିଡିଓଙ୍କ ବଦଳି ହେବା ପରେ ୮ମାସରୁ ଉର୍ଦ୍ଧ୍ୱ ସମୟ ହେଲା ଏହି ପଦବୀ ଖାଲି ପଡ଼ିଥିଲା। ଫଳରେ ବ୍ଲକରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଠପ‌୍‍ ହୋଇଯାଇଛି। ଏଥିସହ ହିତାଧିକାରୀମାନେ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି । ବ୍ଲକ୍‌ ଅଧ୍ୟକ୍ଷା ଏବଂ ପଞ୍ଚାୟତ ପ୍ରତିନିଧିମାନଙ୍କ ବାରମ୍ୱାର ଦାବି ସତ୍ତ୍ୱେ ଏହି ପଦବୀ ପୂରଣ କରାଯାଉ ନଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ବିଡିଓ ପଦବୀ ସମେତ ଖାଲି ପଡ଼ିଥିବା ସମସ୍ତ ପଦବୀ ପୂରଣ ନହେବା ପର୍ଯ୍ୟନ୍ତ ଉଭୟ କାର୍ଯ୍ୟାଳୟରୁ ତାଲା ଖୋଲାଯିବ ନାହିଁ ବୋଲି ରିଆମାଳ ବ୍ଲକ ଅଧ୍ୟକ୍ଷା ରୀତାଞ୍ଜଳି ହାତୀ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story