ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷକଙ୍କୁ ପୋଲିସ୍‌ର ମାଡ଼ ଘଟଣା: ୯ ରେ ନବୀନ ନିବାସ ଘେରିବେ ସମସ୍ତ ଶିକ୍ଷକ ସଂଘ

ଭୁବନେଶ୍ୱର: ଭୁବନେଶ୍ୱରରେ ବ୍ଲକ୍ ‌ଗ୍ରାଣ୍ଟ ଶିକ୍ଷକଙ୍କ ଉପରେ ପୋଲିସର ଆକ୍ରମଣ ଘଟଣାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ-ଓଷ୍ଟା ନିନ୍ଦା କରିଛି। ଗଣତାନ୍ତ୍ରିକ ଉପାୟରେ ଶିକ୍ଷକମାନେ ନିଜର ଦାବି ପୂରଣ ପାଇଁ  ଆନ୍ଦୋଳନ କରିବେ ବେଳେ  ପୋଲିସର କାର୍ଯ୍ୟାନୁଷ୍ଠାନ ନିନ୍ଦନୀୟ ବୋଲି ସଂଘ କହିଛି। ଏହାର ପ୍ରତିବାଦରେ ଆସନ୍ତା ୯ ତାରିଖରେ ରାଜ୍ୟର ସମସ୍ତ ଶିକ୍ଷକ ସଙ୍ଗଠନ ନବୀନ ନିବାସ  ଘେରାଉ କରିବା ସହ ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀମାନଙ୍କୁ ବିରୋଧ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। […]

teacher

teacher

Rakesh Mallick
  • Published: Sunday, 07 February 2016
  • Updated: 07 February 2016, 04:40 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରେ ବ୍ଲକ୍ ‌ଗ୍ରାଣ୍ଟ ଶିକ୍ଷକଙ୍କ ଉପରେ ପୋଲିସର ଆକ୍ରମଣ ଘଟଣାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ-ଓଷ୍ଟା ନିନ୍ଦା କରିଛି। ଗଣତାନ୍ତ୍ରିକ ଉପାୟରେ ଶିକ୍ଷକମାନେ ନିଜର ଦାବି ପୂରଣ ପାଇଁ  ଆନ୍ଦୋଳନ କରିବେ ବେଳେ  ପୋଲିସର କାର୍ଯ୍ୟାନୁଷ୍ଠାନ ନିନ୍ଦନୀୟ ବୋଲି ସଂଘ କହିଛି। ଏହାର ପ୍ରତିବାଦରେ ଆସନ୍ତା ୯ ତାରିଖରେ ରାଜ୍ୟର ସମସ୍ତ ଶିକ୍ଷକ ସଙ୍ଗଠନ ନବୀନ ନିବାସ  ଘେରାଉ କରିବା ସହ ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀମାନଙ୍କୁ ବିରୋଧ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆସନ୍ତା ମାଟ୍ରିକ ପରୀକ୍ଷା ସମୟରେ ଶିକ୍ଷକମାନେ ଅସହଯୋଗ କରିବା ସହ ଖାତା ଦେଖା ବର୍ଜନ କରିବେ ବୋଲି ସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story