ଘରେ ପେଟ୍‌ ଆନିମଲ୍‌ ରଖିବା ପାଇଁ ବିଏମ୍‌ସି ଆଣିବ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କୁକୁର କାମୁଡ଼ା କଳି ଉଗ୍ରରୂପ ନେବା ପରେ ଭୁବନେଶ୍ୱର ମହାନଗର ନିଗମର କଡା ନିୟମ। ଏଣିକି ପେଟ୍‌ ଆନିମଲ୍‌ ରଖିଲେ ନେବାକୁ ପଡିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଅନୁମତି। ଏଥିପାଇଁ ବିଏମସିରେ କରିବାକୁ ପଡିବ ପଞ୍ଜିକରଣ। ଆସନ୍ତା ସପ୍ତାହ ସୁଦ୍ଧା ଲାଗୁ ହେବ ପେଟ୍‌ ଆନିମଲ ଗାଇଡଲାଇନ୍ସ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପେଟ ରଖିବା ପାଇଁ ଘରେ ସୁସ୍ଥ ବାତାବରଣ ଅଛି […]

Dog

Dog

Manoranjan Sial
  • Published: Friday, 18 November 2022
  • Updated: 18 November 2022, 04:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କୁକୁର କାମୁଡ଼ା କଳି ଉଗ୍ରରୂପ ନେବା ପରେ ଭୁବନେଶ୍ୱର ମହାନଗର ନିଗମର କଡା ନିୟମ। ଏଣିକି ପେଟ୍‌ ଆନିମଲ୍‌ ରଖିଲେ ନେବାକୁ ପଡିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଅନୁମତି। ଏଥିପାଇଁ ବିଏମସିରେ କରିବାକୁ ପଡିବ ପଞ୍ଜିକରଣ। ଆସନ୍ତା ସପ୍ତାହ ସୁଦ୍ଧା ଲାଗୁ ହେବ ପେଟ୍‌ ଆନିମଲ ଗାଇଡଲାଇନ୍ସ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପେଟ ରଖିବା ପାଇଁ ଘରେ ସୁସ୍ଥ ବାତାବରଣ ଅଛି କି ନାହିଁ ସେ ନେଇ ତଦାରଖ କରାଯିବ। ଏଥିସହ ଡାକ୍ତର ପରାମର୍ଶ ନେଇ ପେଟ୍ ଆନିମଲ ରଖିବାକୁ ଅନୁମତି ମିଳିବ। ପେଟ୍‌ ଯେମିତି ଅନ୍ୟଙ୍କୁ କ୍ଷତି ନ ପହଞ୍ଚାଇବ, ସେଥିପାଇଁ ଅଣ୍ଡରଟେକିଙ୍ଗ ଲେଖି ଦେବାକୁ ପଡିବ ବୋଲି ବିଏମସି କମିଶନର କହିଛନ୍ତି।

ସେପଟେ ବିଏମ୍‌ସିର ଏପରି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ। ସେ କହିଛନ୍ତି, ବିଏମସି ଏପରି କାହିଁକି କରୁଛି? ତାହା ଜାଣିନାହିଁ। ଯଦି କିଛି ଘଟଣା ହୋଇଥିବ ତା’ହେଲେ ସେଇଟା ବ୍ୟକ୍ତିଗତ ଘଟଣା। ଘରେ ଆମେ ଯାହାକୁ ରଖୁ ସିଏ କୁକୁର ହେଉ ବା ବିଲେଇ, ସେମାନେ ହେଉଛନ୍ତି ମାଲିକଙ୍କ ଆଇନା। ମାଲିକଙ୍କ ଘରେ ଯଦି ସେମିତି କିଛି ହିଂସାତ୍ମ ଘଟଣା ଘଟୁଥିବ ବା ଅଶାନ୍ତ ପରିବେଶ ଥିବ, ତାହାର ପ୍ରଭାବ ପଶୁଙ୍କ ଉପରେ ପଡେ। ଆଉ ତା’ପରେ ସେମାନେ ହିଂସ୍ର ହୁଅନ୍ତି। ଏଥିପାଇଁ ମାଲିକମାନେ ଦାୟୀ ହେବା କଥା। କୁକୁରଙ୍କୁ ବିଦା କରିବା ପରିବର୍ତ୍ତେ, ସେପରି ମାଲିକଙ୍କୁ ବିଦା କରିଦେବା କଥା ବୋଲି ତଥାଗତ ସତପଥୀ କହିଛନ୍ତି।

ସୂଚନାରୁ ପ୍ରକାଶ, ଭୁବନେଶ୍ୱର ଇନ୍‌ଫୋସିଟି ଥାନା ତପସ୍ୱିନୀ କଲୋନୀରେ ନଭେମ୍ବର ୬ ତାରିଖରେ ଜଣେ ୮ ବର୍ଷର ପିଲା ସାଇକେଲ ଚଳାଉଥିଲା। ଠିକ୍‌ ସେହି ସମୟରେ ଜଣଙ୍କ ବିଦେଶୀ ପୋଷା କୁକୁର ତାଙ୍କୁ ଆକ୍ରମଣ କରିଥିଲା। ପିଲାକୁ କାମୁଡି ରକ୍ତାକ୍ତ କରିଦେଇଥିଲା। କୁକୁର ଆକ୍ରମଣରେ ଗୁରୁତର ଅସୁସ୍ଥ ଥିବା ପିଲାଟି ଏବେ ଆଇସିୟୁରେ ରହିଛି। ଏହାକୁ ନେଇ କଲୋନୀରେ ଉତ୍ତେଜନା ପ୍ରକାଶ ପାଇଥିଲା। କଥା ଥାନାରେ ପହଞ୍ଚିଥିଲା। ଉକ୍ତ କୁକୁରକୁ କଲୋନୀରୁ ବିଦା କରିବା ପାଇଁ ଲୋକେ ଦାବି କରିଥିଲେ। ବହୁ ବାକ୍‌ଯୁଦ୍ଧ ପରେ କୁକୁରକୁ କଲୋନୀରୁ ବାହାର କରାଯାଇଥିଲା। ଏହା ପରେ ବିଏମ୍‌ସି ତତ୍ପର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story