ବଲାଙ୍ଗିର ଗୋଳାବାରୁଦ କାରଖାନାରେ ନିଅାଁ ଲିଭିଲା, ୨ ଆହତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ସଇଁତଳାରେ ଥିବା ଗୋଳାବାରୁଦ କାରଖାନାରେ ଆଜି ସକାଳେ ବିସ୍ଫୋରଣ ପରେ ଲାଗିଥିବା ନିଅାଁକୁ ଆୟତ୍ତ କରାଯାଇଛି । ଏଥିରେ ୨ ଜଣ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଟିଟିଲାଗଡ଼ର ଦମକଳ ବାହିନୀ ଆଦି ନିଅାଁକୁ ଆୟତ୍ତ କରିଥିଲା । ଆଜି ସକାଳେ ୫ ନମ୍ବର ଫିଲିଂ ଷ୍ଟେସନରେ ବିସ୍ଫୋରଣ ପରେ ନିଅାଁ ଲାଗି ଯାଇଥିଲା । ପୂରା ଅଞ୍ଚଳ ଧୂଅାଁମୟ ହୋଇଯାଇଥିଲା । ତେବେ କେଉଁ କାରଣରୁ ବିସ୍ଫୋରଣ ହୋଇଥିଲା […]

ordance

ordance

Rakesh Mallick
  • Published: Thursday, 30 April 2015
  • Updated: 30 April 2015, 10:00 AM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ସଇଁତଳାରେ ଥିବା ଗୋଳାବାରୁଦ କାରଖାନାରେ ଆଜି ସକାଳେ ବିସ୍ଫୋରଣ ପରେ ଲାଗିଥିବା ନିଅାଁକୁ ଆୟତ୍ତ କରାଯାଇଛି । ଏଥିରେ ୨ ଜଣ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଟିଟିଲାଗଡ଼ର ଦମକଳ ବାହିନୀ ଆଦି ନିଅାଁକୁ ଆୟତ୍ତ କରିଥିଲା । ଆଜି ସକାଳେ ୫ ନମ୍ବର ଫିଲିଂ ଷ୍ଟେସନରେ ବିସ୍ଫୋରଣ ପରେ ନିଅାଁ ଲାଗି ଯାଇଥିଲା । ପୂରା ଅଞ୍ଚଳ ଧୂଅାଁମୟ ହୋଇଯାଇଥିଲା । ତେବେ କେଉଁ କାରଣରୁ ବିସ୍ଫୋରଣ ହୋଇଥିଲା ତାହା ସ୍ପଷ୍ଟ ହୋଇପାରନି । ଏହି ଫିଲିଂ ସେଣ୍ଟରରେ ଆରଡିଏକ୍ସ ଫିଲିଂ କରାଯାଇଥାଲ । ତେଣୁ ଏଥିରେ ବିସ୍ଫୋରଣ ଘଟି ନିଅାଁ ଲାଗିଯାଇବା ସନେ୍ଦହ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story