କରୋନା ଦୂର ପାଇଁ ବୁଷ୍ଟର ଡୋଜ୍ ଦରକାର: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ଏବେ ଏଣ୍ଡୋମିକ୍ ସ୍ଥିତିରେ ରହିଛି। ସଂକ୍ରମଣ ବଢ଼ିବା ଓ କମିବା ହେଉଛି ଡାଇନୋମିକ୍ ପ୍ରକ୍ରିୟା। ତେବେ ଓଡ଼ିଶାରେ ବୁଷ୍ଟର ଡୋଜର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମହାପାତ୍ର କହିଚନ୍ତି ଯେ, ଭୁବନେଶ୍ୱରରେ ଦଳଉପର ହୋଇ ସଂକ୍ରମଣ ଏବେ ପ୍ଲାଟୋ ଷ୍ଟେଜରେ ରହିଛି। କୋଭିଡ-୧୯ ଏବେ ଏଣ୍ଡୋମିକ୍ ସ୍ଥିତିରେ ରହିଛି ଓ ଏହା ଏଭଳି ଷ୍ଟେଜରେ […]

vaccination

vaccination

Ordigital Desk
  • Published: Monday, 25 October 2021
  • Updated: 25 October 2021, 10:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ଏବେ ଏଣ୍ଡୋମିକ୍ ସ୍ଥିତିରେ ରହିଛି। ସଂକ୍ରମଣ ବଢ଼ିବା ଓ କମିବା ହେଉଛି ଡାଇନୋମିକ୍ ପ୍ରକ୍ରିୟା। ତେବେ ଓଡ଼ିଶାରେ ବୁଷ୍ଟର ଡୋଜର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର କହିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମହାପାତ୍ର କହିଚନ୍ତି ଯେ, ଭୁବନେଶ୍ୱରରେ ଦଳଉପର ହୋଇ ସଂକ୍ରମଣ ଏବେ ପ୍ଲାଟୋ ଷ୍ଟେଜରେ ରହିଛି। କୋଭିଡ-୧୯ ଏବେ ଏଣ୍ଡୋମିକ୍ ସ୍ଥିତିରେ ରହିଛି ଓ ଏହା ଏଭଳି ଷ୍ଟେଜରେ ହିଁ ରହିବ। ଟ୍ରାନ୍ସମିଶନ ହେବା ଭଳି କୌଣସି ପରିବେଶ ସୃଷ୍ଟି କରିବ ନାହିଁ। ସଂକ୍ରମଣ ବଢ଼ିବା ଓ କମିବା ହେଉଛି ଡାଇନୋମିକ ପ୍ରକ୍ରିୟା। ତେଣୁ ବୁଷ୍ଟର ଡୋଜର ଆବଶ୍ୟକତା ଅଛି। କିନ୍ତୁ ସରକାରଙ୍କ ଦ୍ୱାରା ଗଠିତ ଟେକନିକାଲ ଟିମର ଷ୍ଟଡ଼ି ରିପୋର୍ଟ ଏପର୍ଯ୍ୟନ୍ତ ଆସିନି ବୋଲି ସେ କହିଛନ୍ତି। ଏହାସହିତ ଦୀପାବଳିରେ ବାଣଫୁଟା ମଧ୍ୟ କୋଭିଡ୍ ସଂକ୍ରମଣ ବୃଦ୍ଧି କରିପାରେ ଓ ଅନେକ ସ୍ୱାସ୍ଥ୍ରଗତ ସମସ୍ୟା ସୃଷ୍ଟି କରିପାରେ ବୋଲି ସେ ସତର୍କ କରାଇଛନ୍ତି। କୋଭିଡ୍ ସଂକ୍ରମଣ ଯୋଗୁ ଫୁସଫୁସ୍ ପ୍ରଭାବିତ ହେଉଥିବାବେଳେ ବାୟୁ ପ୍ରଦୂଷଣ ହେଲେ ଏହି ସମସ୍ୟା ଅଧିକ ହେବ। ତେଣୁ ଲୋକେ ସତର୍କତାର ସହ ଦୀପାବଳି ପାଳନ କରନ୍ତୁ । ଅବଶ୍ୟ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବେ ବୋଲି ସେ କହିଛନ୍ତି।

ସେହିପରି ରାଜ୍ୟ ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି ଯେ, କୋଭିଡ-୧୯ର ଏକ ନୂଆ ଭାରିଏଣ୍ଟ ଏୱାଇ ୪.୨ ଚିହ୍ନଟ କରାଯାଇଛି । ଏହା ହେଉଛି ଡେଲଟା ଭାଇରସର ଉପପ୍ରଜାତି । କେବଳ ଇନ୍ଦୋରରେ ୭ଟି ଓ ମହାରାଷ୍ଟ୍ରର କିଛି ଅଂଚଳରେ ୪.୨ ଭାରିଏଣ୍ଟ ମିଳିଛି । ଏ ପର୍ଯ୍ୟନ୍ତ ଏହାକୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଭାରିଏଣ୍ଟ ଅଫ କନସର୍ଣ୍ଣ ବୋଲି ଘୋଷଣା କରାଯାଇନି । ପ୍ରଥମ ଡିଟେକ୍ଟ ହୋଇଥିବାରୁ ଭାରିଏଣ୍ଟ ଅଫ ଇନଭେଷ୍ଟିଗେସନ କୁହାଯାଉଛି । ତା’ପରେ ଭାରିଏଣ୍ଟ ଅଫ ଇଣ୍ଟ୍ରେଷ୍ଟ ଓ କନସର୍ଣ୍ଣ ଭାରିଏଣ୍ଟ ହେବ । ଭାରତରେ ଏହା ନଗଣ୍ୟ । ତେଣୁ ବ୍ୟସ୍ତ ହେବାର ସମୟ ଆସିନି । ଡେଲଟା ଭାରିଏଣ୍ଟର ୫୫ଟି ଉପପ୍ରଜାତି ଅଛି ଓ କିଛି ଲୋକଲୋଚନକୁ ଆସିଛି । ଜେନେମିକ୍ ଷ୍ଟଡ଼ି ଚାଲିଛି ଓ ଆଗକୁ ନୂଆ ଭାରିଏଣ୍ଟର ପ୍ରଭାବ ଆଗକୁ ଜଣାପଡ଼ିବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story