ବ୍ରହ୍ମ ପରିବର୍ତ୍ତନରେ ବିଳମ୍ବ ପ୍ରସଙ୍ଗ: ଦଇତାପତି ନିଯୋଗକୁ ରିପୋର୍ଟ ମାଗିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀଜୀଉଙ୍କ ବ୍ରହ୍ମ ସଂସ୍ଥାପନରେ ଘଟିଛି ବିଳମ୍ବ । ୧୫ ତାରିଖ ରାତିର ନିଶବ୍ଦରେ ହେବାକୁ ଥିବା ବ୍ରହ୍ମ ପରିବର୍ତ୍ତନ ହୋଇଥିଲା ୧୬ ତାରିଖ ଅପରାହ୍ନରେ । ଯାହାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ବିଳମ୍ବ ପାଇଁ ଦାୟୀ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଭିନ୍ନ ମହଲରୁ ଦାବି ଉଠୁଛି । ଏପଟେ ବିଳମ୍ବ ନେଇ ଦଇତାପତି ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ରିପୋର୍ଟ ମାଗିଛି । ବୁଧବାର […]

Bramha

Bramha

Rakesh Mallick
  • Published: Thursday, 18 June 2015
  • Updated: 18 June 2015, 03:59 AM IST

Sports

Latest News

ପୁରୀ: ଶ୍ରୀଜୀଉଙ୍କ ବ୍ରହ୍ମ ସଂସ୍ଥାପନରେ ଘଟିଛି ବିଳମ୍ବ । ୧୫ ତାରିଖ ରାତିର ନିଶବ୍ଦରେ ହେବାକୁ ଥିବା ବ୍ରହ୍ମ ପରିବର୍ତ୍ତନ ହୋଇଥିଲା ୧୬ ତାରିଖ ଅପରାହ୍ନରେ । ଯାହାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ବିଳମ୍ବ ପାଇଁ ଦାୟୀ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଭିନ୍ନ ମହଲରୁ ଦାବି ଉଠୁଛି । ଏପଟେ ବିଳମ୍ବ ନେଇ ଦଇତାପତି ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ରିପୋର୍ଟ ମାଗିଛି । ବୁଧବାର ସନ୍ଧ୍ୟାରେ ଏ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଦଇତାପତି ସେବାୟତ ଓ ବିଶ୍ୱକର୍ମା ମହାରଣାଙ୍କ ସହ ଆଲୋଚନା କରିବା ପରେ ପ୍ରଶାସନ ଏହି ରିପୋର୍ଟ ମାଗିଛି । ଏ ନେଇ ଶ୍ରୀ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଭାବେ ଜଣାଇବେ । ସେ କହିଛନ୍ତି ଯେ, ବ୍ରହ୍ମ ସଂସ୍ଥାପନ ସମୟରେ କିଛି ଦଇତାପତି ଭିତରେ ପଶିବାକୁ ଜିଦ୍ ଧରିଥିଲେ । ଏହାକୁ ନେଇ ତର୍କ ବିତର୍କ ହୋଇଥିଲା । ଫଳରେ ବ୍ରହ୍ମ ପରିବର୍ତ୍ତନରେ ବିଳମ୍ବ ଘଟିଲା । ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଭାବେ ଜଣାଇ ଦିଆଯିବ । ଏଥିସହ ମନ୍ଦିରରେ ପରମ୍ପରା ଯେପରି ଠିକ୍ ଭାବେ ଚାଲିବ ତାହାର ସମସ୍ତ ବ୍ୟବସ୍ଥା କରିବାକୁ ପ୍ରଶାନକୁ କୁହାଯିବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story