‘ମୋତେ କ୍ଷମା କରିଦେ’, କହି ଚୋଟ ମାରିଲା ଭାଇ

ଯାଜପୁର(ଓଡ଼ିଶା ରିପୋର୍ଟର): ‘ମୋତେ କ୍ଷମା କରିଦେ । ଆଉ ଏପରି ଭୁଲ୍‌ ହେବନି ।’ ପୂର୍ବରୁ ଘଟିଥିବା ବଚସା ପାଇଁ କ୍ଷମା ମାଗି ପ୍ରଥମେ ବିଶ୍ୱାସ ଜନ୍ମାଇଲା ଅଭିଯୁକ୍ତ। ପରେ ଲୁଚାଇ ରଖିଥିବା କଟୁରିରେ ସମ୍ପର୍କୀୟ ଭାଇକୁ ହାଣିଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଥାନା ଅନ୍ତର୍ଗତ ରାହାସୋଇ ଗାଁରେ। ଜଣେ ଯୁବକଙ୍କୁ ତାଙ୍କ କକାପୁଅ ଭାଇ ହତ୍ୟା  କରିଥିବା ଅଭିଯୋଗ ହୋଇଛି।  ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରକାଶ ଦାସ। ଅଭିଯୁକ୍ତ ଦେବ ପ୍ରସାଦ […]

DeadBody

DeadBody

Tapaswini Nayak
  • Published: Friday, 10 December 2021
  • Updated: 10 December 2021, 11:52 AM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର): ‘ମୋତେ କ୍ଷମା କରିଦେ । ଆଉ ଏପରି ଭୁଲ୍‌ ହେବନି ।’ ପୂର୍ବରୁ ଘଟିଥିବା ବଚସା ପାଇଁ କ୍ଷମା ମାଗି ପ୍ରଥମେ ବିଶ୍ୱାସ ଜନ୍ମାଇଲା ଅଭିଯୁକ୍ତ। ପରେ ଲୁଚାଇ ରଖିଥିବା କଟୁରିରେ ସମ୍ପର୍କୀୟ ଭାଇକୁ ହାଣିଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଥାନା ଅନ୍ତର୍ଗତ ରାହାସୋଇ ଗାଁରେ।

ଜଣେ ଯୁବକଙ୍କୁ ତାଙ୍କ କକାପୁଅ ଭାଇ ହତ୍ୟା  କରିଥିବା ଅଭିଯୋଗ ହୋଇଛି।  ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରକାଶ ଦାସ। ଅଭିଯୁକ୍ତ ଦେବ ପ୍ରସାଦ ମଲ୍ଲିକକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ପ୍ରକାଶ ସମିତି ସଭ୍ୟ ନିରଞ୍ଜନ ମଲ୍ଲିକଙ୍କ ସହ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଦେବ ପହଞ୍ଚି ପୂର୍ବରୁ ପ୍ରକାଶଙ୍କ ସହ ହୋଇଥିବା ବଚସା ପାଇଁ କ୍ଷମା ମାଗିଥିଲେ। ପରେ ଲୁଚାଇ ରଖିଥିବା କଟୁରିରେ ତାଙ୍କ ବେକକୁ ହାଣି ଦେଇଥିବା ଅଭିଯୋଗ ହୋଇଛି।

ପରିବାର ଲୋକେ ଓ ଗ୍ରାମବାସୀ ପ୍ରକାଶଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟ  ଭର୍ତ୍ତି କରିଥିଲେ।  ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯାଜପୁର ପୁଲିସ ଘଟଣା ତଦନ୍ତ କରୁଛି ଓ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story