୨୦ ଲକ୍ଷ ଟଙ୍କାର ଠକେଇ, ବିଲ୍‌ଡର ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଫ୍ଲାଟ ଦେବା ନାଁରେ ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ବିଲଡରଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ୍। ତାଙ୍କ ନାଁ ଅରୁଣଜ୍ୟୋତି ପଟ୍ଟନାୟକ। ଅରୁଣଜ୍ୟୋତିଙ୍କ ନାଁରେ ହରିହର ସାହୁ ନାମକ ଜଣେ ବ୍ୟକ୍ତି ଗତକାଲି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ହରିହରଙ୍କ ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱରର ପଳାଶୁଣିରେ ତାଙ୍କୁ ଏକ ଫ୍ଲାଟ୍ ଯୋଗାଇ ଦେବା ପାଇଁ ଅରୁଣଜ୍ୟୋତି ତାଙ୍କ ଠାରୁ ୨୦ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ […]

Accused

Accused

Jitendra Garnayak
  • Published: Wednesday, 09 November 2022
  • Updated: 09 November 2022, 06:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଫ୍ଲାଟ ଦେବା ନାଁରେ ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ବିଲଡରଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ୍। ତାଙ୍କ ନାଁ ଅରୁଣଜ୍ୟୋତି ପଟ୍ଟନାୟକ।

ଅରୁଣଜ୍ୟୋତିଙ୍କ ନାଁରେ ହରିହର ସାହୁ ନାମକ ଜଣେ ବ୍ୟକ୍ତି ଗତକାଲି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ହରିହରଙ୍କ ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱରର ପଳାଶୁଣିରେ ତାଙ୍କୁ ଏକ ଫ୍ଲାଟ୍ ଯୋଗାଇ ଦେବା ପାଇଁ ଅରୁଣଜ୍ୟୋତି ତାଙ୍କ ଠାରୁ ୨୦ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଫ୍ଲାଟ୍ ଦେଲେ ନାହିଁ କି ଟଙ୍କା ଫେରସ୍ତ କଲେ ନାହିଁ। ଅନେକ ଅନୁରୋଧ ପରେ ଟଙ୍କା ଫେରସ୍ତ କରିବାକୁ ବିଲଡର ଅରୁଣଜ୍ୟୋତି ରାଜି ହୋଇଥିଲେ ଓ ଗତବର୍ଷ ମେ’ ମାସ ୩୦ ତାରିଖରେ ଏକ ଚେକ୍ ଦେଇଥିଲେ। କିନ୍ତୁ ସେହିବର୍ଷ ଜୁନ୍ ୧୪ ତାରିଖରେ ଉକ୍ତ ଚେକ୍‌ଟି ବ୍ୟାଙ୍କରେ ବାଉନ୍ସ ହୋଇଯାଇଥିଲା।

ଅରୁଣଜ୍ୟୋତି ଭୁବନେଶ୍ୱରର ଆହୁରି ଅନେକ ଲୋକଙ୍କୁ ଏଭଳି ଢଙ୍ଗରେ ଠକିଥିବା ଅଭିଯୋଗ ହୋଇଛି। ସେନେଇ ପୁଲିସ୍‌ର ତଦନ୍ତ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story