ଭଦ୍ରକରେ ବୁଲ୍‌ବୁଲ୍‌ ତାଣ୍ଡବ; ଲାଗି ରହିଛି ବର୍ଷା, ପବନ

ଭଦ୍ରକ (ଓଡ଼ିଶା ରିପୋର୍ଟର): ‘ବୁଲ୍‌ବୁଲ୍‌’ ପ୍ରଭାବରେ କାଲି ଦିନ ତମାମ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବର୍ଷା ଲାଗି ରହିଥିଲା। ଏହାପରେ ରାତିରେ ପବନର ବେଗ ବଢ଼ିବାରେ ଲାଗିଥିଲା ଏବେବି ପବନ ୮୦ ରୁ ୯୦ କି.ମି. ବେଗରେ ପ୍ରବାହିତ ହେଉଛି । ଲୋକମାନେ ଘରୁ ବାହାରିବା କଷ୍ଟକର ହୋଇପଡିଛି । ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ସମେତ ବିଭିନ୍ନ ଗାଁରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଏଥିସହିତ ଆଖଣ୍ଡଳମଣି-ଚାନ୍ଦବାଲି ରାସ୍ତା, ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତା ଆଦି […]

bhadrak-5-1

bhadrak-5-1

Niharika Rout
  • Published: Saturday, 09 November 2019
  • Updated: 09 November 2019, 10:46 AM IST

ଭଦ୍ରକ (ଓଡ଼ିଶା ରିପୋର୍ଟର): ‘ବୁଲ୍‌ବୁଲ୍‌’ ପ୍ରଭାବରେ କାଲି ଦିନ ତମାମ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବର୍ଷା ଲାଗି ରହିଥିଲା। ଏହାପରେ ରାତିରେ ପବନର ବେଗ ବଢ଼ିବାରେ ଲାଗିଥିଲା ଏବେବି ପବନ ୮୦ ରୁ ୯୦ କି.ମି. ବେଗରେ ପ୍ରବାହିତ ହେଉଛି । ଲୋକମାନେ ଘରୁ ବାହାରିବା କଷ୍ଟକର ହୋଇପଡିଛି ।

ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ସମେତ ବିଭିନ୍ନ ଗାଁରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଏଥିସହିତ ଆଖଣ୍ଡଳମଣି-ଚାନ୍ଦବାଲି ରାସ୍ତା, ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତା ଆଦି ଜାଗାରେ ଗଛ ପଡି ଯାତାୟତ ବାଧାପ୍ରାପ୍ତ ହୋଇଛି।  ତେବେ ଲୋକେ ନିଜ ଘର ବଞ୍ଚାଇବା ପାଇଁ ନିଜେ ନିଜେ ଗଛ କାଟି ରାସ୍ତା ଅବରୋଧ ହଟାଉଛନ୍ତି  । ସ୍ଥାନୀୟ ଅଂଚଳର ମତ୍ସ୍ୟଜୀବିମାନେ ନିଜର ଡଙ୍ଗାକୁ ବୈତରଣୀ ନଦୀ ପାର୍ଶ୍ୱରେ ବାନ୍ଧି ଜଗି ରହିଛନ୍ତି। ତେବେ ଏବେବି ବର୍ଷା ଓ ପବନ ଲାଗି ରହିଛି । ବର୍ଷା ଦ୍ୱାରା ବ୍ୟାପକ ଧାନ ଫସଲ ନଷ୍ଟ ହେବା ଆଶଙ୍କା ଦେଖା ଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story