ବୁଲ୍‌ବୁଲ୍‌ କୋପ: ବିଭିନ୍ନ ଜିଲ୍ଲାରେ ବର୍ଷୁଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ବୁଲ୍‌ବୁଲ୍‌’ ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେଇ ଓଡ଼ିଶା ଉପକୂଳର ନିକଟତର ହେବାରେ ଲାଗିଛି। ‘ବୁଲ୍‌ବୁଲ୍‌’ ଓଡିଶା ଛୁଇଁବ ନାହିଁ। ତେବେ ଏହା ପ୍ରଭାବରେ ପବନ ଓ ବର୍ଷା ଲାଗି ରହିଛି। ବର୍ତ୍ତମାନ ସୁଦ୍ଧା ‘ବୁଲ୍‌ବୁଲ୍‌’ ପାରାଦ୍ୱୀପଠୁ ୧୧୦ କିଲୋମିଟର ଦୂରରେ ଅଛି। ଏହା ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି।  ଧାମରାରେ ୧୧୦ କିଲୋମିଟର ବେଗରେ ପବନ ହେଛି। ଏହା ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ। ହେଲେ […]

dhamara-2-1

dhamara-2-1

Niharika Rout
  • Published: Saturday, 09 November 2019
  • Updated: 09 November 2019, 10:24 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ବୁଲ୍‌ବୁଲ୍‌’ ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେଇ ଓଡ଼ିଶା ଉପକୂଳର ନିକଟତର ହେବାରେ ଲାଗିଛି। ‘ବୁଲ୍‌ବୁଲ୍‌’ ଓଡିଶା ଛୁଇଁବ ନାହିଁ। ତେବେ ଏହା ପ୍ରଭାବରେ ପବନ ଓ ବର୍ଷା ଲାଗି ରହିଛି।

ବର୍ତ୍ତମାନ ସୁଦ୍ଧା ‘ବୁଲ୍‌ବୁଲ୍‌’ ପାରାଦ୍ୱୀପଠୁ ୧୧୦ କିଲୋମିଟର ଦୂରରେ ଅଛି। ଏହା ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି।  ଧାମରାରେ ୧୧୦ କିଲୋମିଟର ବେଗରେ ପବନ ହେଛି। ଏହା ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ। ହେଲେ ଓଡ଼ିଶା ନିକଟ ଦେଇ ଅତିକ୍ରମ କଲାବେଳେ ଉପକୂଳ ଓ ଉତ୍ତର ଓଡ଼ିଶାରେ କିଛି କ୍ଷୟକ୍ଷତି କରିବାର ଆଶଙ୍କା ରହିଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେଉଛି। ପାରାଦୀପ ଓ ଚାନ୍ଦବାଲି ଭଳି କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story