ବୁର୍ଲା ଜୁନିୟର ଡାକ୍ତରୀ ସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ସମ୍ୱଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜର ଜୁନିୟର ଡାକ୍ତର ସଂଘ (ଜେଡିଏ)କୁ ଭାଙ୍ଗିବା ପ୍ରତିବାଦରେ ଆଜି ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ସାନି ନିର୍ବାଚନ ବିଜ୍ଞପ୍ତି ସ୍ଥଗିତ ପାଇଁ ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ପରେ ଜେଡିଏ ଆନ୍ଦୋଳନକୁ ପ୍ରତ୍ୟାହାର କରିଛି। ଫଳରେ ରୋଗୀସେବା ସ୍ୱାଭାବିକ ହୋଇଛି। ଜେଡିଏ ଏକ ସ୍ୱୀକୃତୀପ୍ରାପ୍ତ ସଙ୍ଗଠନ ହୋଇନଥିଲେ ମଧ୍ୟ ଏହା ଅନେକ ସମୟରେ ମେଡିକାଲ କଲେଜ ଓ ଡାକ୍ତରୀ ଛାତ୍ରଙ୍କ ସମସ୍ୟା ଉଠାଇଥାଏ। ତେବେ ଏହାର କାର୍ଯ୍ୟକାଳ ଡିସେମ୍ୱର ପର୍ଯ୍ୟନ୍ତ […]

BURLA

BURLA

Rakesh Mallick
  • Published: Tuesday, 09 August 2016
  • Updated: 09 August 2016, 01:51 PM IST

Sports

Latest News

ସମ୍ୱଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜର ଜୁନିୟର ଡାକ୍ତର ସଂଘ (ଜେଡିଏ)କୁ ଭାଙ୍ଗିବା ପ୍ରତିବାଦରେ ଆଜି ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ସାନି ନିର୍ବାଚନ ବିଜ୍ଞପ୍ତି ସ୍ଥଗିତ ପାଇଁ ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ପରେ ଜେଡିଏ ଆନ୍ଦୋଳନକୁ ପ୍ରତ୍ୟାହାର କରିଛି। ଫଳରେ ରୋଗୀସେବା ସ୍ୱାଭାବିକ ହୋଇଛି।

ଜେଡିଏ ଏକ ସ୍ୱୀକୃତୀପ୍ରାପ୍ତ ସଙ୍ଗଠନ ହୋଇନଥିଲେ ମଧ୍ୟ ଏହା ଅନେକ ସମୟରେ ମେଡିକାଲ କଲେଜ ଓ ଡାକ୍ତରୀ ଛାତ୍ରଙ୍କ ସମସ୍ୟା ଉଠାଇଥାଏ। ତେବେ ଏହାର କାର୍ଯ୍ୟକାଳ ଡିସେମ୍ୱର ପର୍ଯ୍ୟନ୍ତ ଥିବା ସତ୍ତ୍ୱେ ଭୀମ୍‌ସାର ଅଧ୍ୟକ୍ଷ ଏହାକୁ ଭାଙ୍ଗିଦେଇଥିଲେ। ଏହାର ପ୍ରତିବାଦରେ ଆଜି ଜୁନିୟର ଡାକ୍ତରମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରି ଭୀମସାର ନିର୍ଦ୍ଦେକଶ ଓ ଅଧୀକ୍ଷକଙ୍କୁ ଜୁନିୟର ଡାକ୍ତରମାନେ ପ୍ରିନ୍ସପାଲଙ୍କ ଅଫିସ୍‌ ପ୍ରକୋଷ୍ଠରେ ଘେରାଉ କରିଥିଲେ। ଯାହାଦ୍ୱାରା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story