ମହାନଦୀକୁ ଖସି ପଡ଼ିଲା ବସ୍‌

କଟକ (ଓଡ଼ିଶା ରିପୋର୍ଟର): ତାଳଚେରରୁ କଟକ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଆଜି ସନ୍ଧ୍ୟା ବେଳେ ମହାନଦୀ ପୋଲରୁ ଖସି ପଡ଼ିଛି। ସନ୍ଧ୍ୟା ପ୍ରାୟ ୬ଟା ବେଳେ କଟକର ଜଗତପୁର-ଶିଖରପୁର ମଝିରେ ଥିବା ମହାନଦୀ ପୋଲ ଉପରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ତେବେ ଏପର୍ଯ୍ୟନ୍ତ ମୃତାହତଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅଗ୍ନିଶମ କର୍ମଚାରୀମାନେ ରଶି ମାଧ୍ୟମରେ ପୋଲ ତଳକୁ ଯାଇ ବସ୍‌ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି। ବସ୍‌ ଭିତରୁ ୩୦ରୁ ୩୫ […]

bus-accident

bus-accident

Manoranjan Sial
  • Published: Tuesday, 20 November 2018
  • Updated: 20 November 2018, 08:07 PM IST

କଟକ (ଓଡ଼ିଶା ରିପୋର୍ଟର): ତାଳଚେରରୁ କଟକ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଆଜି ସନ୍ଧ୍ୟା ବେଳେ ମହାନଦୀ ପୋଲରୁ ଖସି ପଡ଼ିଛି। ସନ୍ଧ୍ୟା ପ୍ରାୟ ୬ଟା ବେଳେ କଟକର ଜଗତପୁର-ଶିଖରପୁର ମଝିରେ ଥିବା ମହାନଦୀ ପୋଲ ଉପରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ତେବେ ଏପର୍ଯ୍ୟନ୍ତ ମୃତାହତଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଅଗ୍ନିଶମ କର୍ମଚାରୀମାନେ ରଶି ମାଧ୍ୟମରେ ପୋଲ ତଳକୁ ଯାଇ ବସ୍‌ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି। ବସ୍‌ ଭିତରୁ ୩୦ରୁ ୩୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଦୁଇଟି ବୋଟ୍‌ ମାଧ୍ୟମରେ କୂଳକୁ ନିଆଯାଉଛି। ପରେ ସେମାନଙ୍କୁ ବିଭିନ୍ନ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯିବ।

ଅନୁଗୋଳ ଜିଲ୍ଲା ତାଳଚେରରୁ ଆସୁଥିବା ବସ୍‌ଟି ଜଗତପୁର-ଶିଖରପୁର ମଝି ମହାନଦୀର ପୋଲ ଉପରେ ଏକ ମଇଁଷିକୁ ଧକ୍କା ଦେଇଥିଲା। ଫଳରେ ବସ୍‌ଟି ନଦୀର ବାଲି ଶଯ୍ୟାରେ ପଡ଼ିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀମାନେ ବସ୍‌ ଭିତରୁ ଗୁରୁତର ଆହତ ହୋଇଥିବା ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ଆହତଙ୍କୁ କଟକ ଓ ଭୁବନେଶ୍ୱରରେ ମେଡିକାଲ୍‌ରେ ଭର୍ତ୍ତି କରାଯିବ ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି।

https://youtu.be/6hwTqE7MnYg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story