ସେ ଚିତ୍କାର ଛାଡ଼ିଲେ ଘର ଭିତରେ ପିଲା ବି ନିଦରୁ ଉଠି ପଡ଼ୁଥିଲା, ହେଲେ ଆଜି...

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର): ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ଦାମ ପଣ୍ଡା। ଦିନେ ମଞ୍ଚରେ ଚିତ୍କାର ଛାଡ଼ିଲେ ଘର ଭିତରେ ପିଲା ବି ନିଦରୁ ଉଠିପଡୁଥିଲା। ହେଲେ କର୍କଟ ରୋଗରେ ପଡି ଏବେ ଘରେ ରହୁଛନ୍ତି । ରୋଗ ତ ଭଲହୋଇଛି ହେଲେ କାମ ମିଳୁନି ତାଙ୍କୁ। ଯୌବନରେ ପାଦ ଦେଉ ଦେଉ ଯାତ୍ରା ଜଗତକୁ ଓହ୍ଳାଇ ଆସିଥିଲେ ସେ। ଗ୍ରାଜୁଏସନ ପରେ ପରେ ଗାଁ ପୂଜାରେ ଗାଁ ଲୋକେ ମିଶି ଏକ ଯାତ୍ରା କରିଥିଲେ ନାଟକ […]

326789

326789

Tapas Behera
  • Published: Monday, 28 October 2019
  • Updated: 29 October 2019, 08:17 AM IST

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର): ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ଦାମ ପଣ୍ଡା। ଦିନେ ମଞ୍ଚରେ ଚିତ୍କାର ଛାଡ଼ିଲେ ଘର ଭିତରେ ପିଲା ବି ନିଦରୁ ଉଠିପଡୁଥିଲା। ହେଲେ କର୍କଟ ରୋଗରେ ପଡି ଏବେ ଘରେ ରହୁଛନ୍ତି । ରୋଗ ତ ଭଲହୋଇଛି ହେଲେ କାମ ମିଳୁନି ତାଙ୍କୁ।

ଯୌବନରେ ପାଦ ଦେଉ ଦେଉ ଯାତ୍ରା ଜଗତକୁ ଓହ୍ଳାଇ ଆସିଥିଲେ ସେ। ଗ୍ରାଜୁଏସନ ପରେ ପରେ ଗାଁ ପୂଜାରେ ଗାଁ ଲୋକେ ମିଶି ଏକ ଯାତ୍ରା କରିଥିଲେ ନାଟକ ‘ମରଣର ଆର୍ତ୍ତନାଦ ‘। ଏଥରେ ଖଳନାୟକ ଚରିତ୍ରରେ ଅଭିନୟ କରିଥିଲେ ଦାମ । ନିଶାରୁ ଆରମ୍ଭ ହୋଇଥିବା ଯାତ୍ରା ଧୀରେ ଧୀରେ ପେଶାରେ ବଦଳିଗଲା ତାଙ୍କର।

୧୯୭୯ରେ ଶ୍ରୀ ଦୁର୍ଗା ଅପେରା ପାର୍ଟିରେ ମିଶି ଯାତ୍ରା ଜଗତରେ ପ୍ରଥମ ପାଦ ଥାପିଥିଲେ।  ଗୋଟେ ପରେ ଗୋଟେ ପାହାଚ ଉଠି ଚାଲିଲେ ସେ। ତାଙ୍କର ସଫଳ ନାଟକ ଭିତରୁ ମହାଭାରତର ଅର୍ଜୁନ ରାଣୀ, ଲିପ୍ସା ଚନ୍ଦନର ପ୍ରେମ କାହାଣୀ ଆଦି ।

୨୦୧୮ ଜୁନ ୨୫ରେ ତାଙ୍କର ଦେହ ଖରାପ ହେଲା। ଡାକ୍ତର କହିଲେ ଫୁସ ଫୁସରେ କ୍ୟାନ୍ସର।  ଏମ୍‌ସରେ ଚିକିତ୍ସିତ ହେଲେ ହେଲେ ପରେ ଏବେ ଯାତ୍ରା ଦୁନିଆରୁ ଦୂରେଇ ଯାଇଛନ୍ତି । ରୋଗୀ ବୋଲି କେହି ମାଲିକ କାମ ଦେଉନାହାନ୍ତି । ଏବେ ଅଧିକାଂଶ ସମୟ ଘରେ ରହୁଛନ୍ତି । ପାଖଆଖ ଗାଁ ଯାତ୍ରାରେ ନିର୍ଦ୍ଦେଶନା ଦେଉଛନ୍ତି ସେ।

ଅନ୍ୟପଟେ ଆମେ ଓଡ଼ିଶା ଯାତ୍ରା କଳାକାର କର୍ମଚାରୀ ସଂଘ ସଭାପତି ଦୈତାରି ପଣ୍ଡାଙ୍କୁ ଭେଟିଥିଲୁ। ସେ ମଧ୍ୟ ସରକାର ଏହି ଯାତ୍ରା ଅଭିନେତାଙ୍କୁ ଟିକେ ଆଡ଼ ଆଖିରେ ଦେଖିବାର ଅଭିଯୋଗ ଆଣିଛନ୍ତି। ତା ସହ ଦାମ ପଣ୍ଡାଙ୍କ ଭୁମିକା ଦେଖିଲେ ସେ ମଧ୍ୟ ଇର୍ଷା କରନ୍ତି ବୋଲି କହିଛନ୍ତି।

https://youtu.be/iu79CK7N2ew

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story