ଡକ୍ୟୁମେଣ୍ଟ ମାଗି ରଖିଲାନି ପୁଲିସ, କୋରିଅରରେ ପଠାଇଲା ଓଟିଭି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜେ ଡକ୍ୟୁମେଣ୍ଟ ମାଗିଲେ କିନ୍ତୁ ରଖିଲେ ନାହିଁ। ଭାଇରାଲ୍‌ ଅଡିଓ ମାମଲାରେ ଧାରା-୯୧ ଅନୁସାରେ ଡକ୍ୟୁମେଣ୍ଟ ଦାଖଲ ପାଇଁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଓଟିଭିକୁ କୁହାଯାଇଥିଲା। ଓଟିଭିର ଲୋକସଂପର୍କ ଅଧିକାରୀ ଏ ସଂର୍ପକିତ ଡକ୍ୟୁମେଣ୍ଟ ଓ କଭରିଂ ଲେଟର ନେଇ ଆଜି ଥାନାକୁ ଯାଇଥିଲେ। ହେଲେ କମିଶନରେଟ ପୁଲିସ୍ କଭରିଂ ଲେଟର ଗ୍ରହଣ କରିଥିବା ବେଳେ ଡକ୍ୟୁମେଣ୍ଟକୁ ଗ୍ରହଣ କରିନଥିଲେ। ଏହାସହିତ କାହିଁକି ଡକ୍ୟୁମେଣ୍ଟ ରଖିଲେ ନାହିଁ, ତାହାର କାରଣ ଦର୍ଶାଇ ନାହାନ୍ତି ପୁଲିସ। […]

otv

otv

Manoranjan Sial
  • Published: Monday, 10 August 2020
  • Updated: 10 August 2020, 05:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜେ ଡକ୍ୟୁମେଣ୍ଟ ମାଗିଲେ କିନ୍ତୁ ରଖିଲେ ନାହିଁ। ଭାଇରାଲ୍‌ ଅଡିଓ ମାମଲାରେ ଧାରା-୯୧ ଅନୁସାରେ ଡକ୍ୟୁମେଣ୍ଟ ଦାଖଲ ପାଇଁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଓଟିଭିକୁ କୁହାଯାଇଥିଲା। ଓଟିଭିର ଲୋକସଂପର୍କ ଅଧିକାରୀ ଏ ସଂର୍ପକିତ ଡକ୍ୟୁମେଣ୍ଟ ଓ କଭରିଂ ଲେଟର ନେଇ ଆଜି ଥାନାକୁ ଯାଇଥିଲେ। ହେଲେ କମିଶନରେଟ ପୁଲିସ୍ କଭରିଂ ଲେଟର ଗ୍ରହଣ କରିଥିବା ବେଳେ ଡକ୍ୟୁମେଣ୍ଟକୁ ଗ୍ରହଣ କରିନଥିଲେ। ଏହାସହିତ କାହିଁକି ଡକ୍ୟୁମେଣ୍ଟ ରଖିଲେ ନାହିଁ, ତାହାର କାରଣ ଦର୍ଶାଇ ନାହାନ୍ତି ପୁଲିସ। ଡକ୍ୟୁମେଣ୍ଟ ଗ୍ରହଣ ନ କରିବାରୁ ଓଟିଭି ପକ୍ଷରୁ କୋରିଅରରେ ଡକ୍ୟୁମେଣ୍ଟଗୁଡ଼ିକୁ କ୍ୟାପିଟାଲ ଥାନାକୁ ପଠାଯାଇଛି।

ପୁଲିସ ଡକ୍ୟୁମେଣ୍ଟ ଗ୍ରହଣ ନକରିବା ପ୍ରସଙ୍ଗରେ ପ୍ରତିକ୍ରିୟାର ରଖିଛନ୍ତି ବରିଷ୍ଠ ଆଇନଜୀବୀ ସୌର୍ଯ୍ୟସୁନ୍ଦର ଦାସ। ସେ କହିଛନ୍ତି, ଏହା ଅଜ୍ଞତା ନୁହେଁ, ଜାଣିଶୁଣି ପୁଲିସ ଡକ୍ୟୁମେଣ୍ଟ ରଖିନାହିଁ। ଏପରି ହୋଇଥିଲେ ପୁଲିସ ବି ଫୌଜଦାରୀ ଆଇନ ପରିସରଭୁକ୍ତ ହେବ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ଭାଇରାଲ ଅଡିଓ ଘଟଣାରେ ବାର୍ତ୍ତାଳାପ କରିଥିବା ୨ ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ଭିତରୁ ଜଣେ ଲକ୍ଷ୍ମୀକାନ୍ତ ବେହେରା ଅରଟେଲ୍‌ କମ୍ୟୁନିକେସନ କର୍ମଚାରୀ ହୋଇଥିବା ବେଳେ ବିଶ୍ୱଜିତ ହେଉଛନ୍ତି ତାଙ୍କ ବନ୍ଧୁ। କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା ସଂପର୍କରେ ଉଭୟଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହୋଇଥିଲା। ଗତକାଲି ଅପରାହ୍ନରେ ଦୁଇ ଜଣଙ୍କୁ କମିଶନରେଟ୍ ପୁଲିସ୍‌ ଉଠାଇ ନେଇ ୧୨ ଘଣ୍ଟା ଧରି ଜେରା କରିଥିବା ଜଣାପଡ଼ିଛି। ଲକ୍ଷ୍ମୀକାନ୍ତ କରୋନାରେ ଆକ୍ରାନ୍ତ ହେବାରୁ ଗତ ଜୁଲାଇ ୧୭ ତାରିଖରୁ ଅଫିସ ଯାଇନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story