୧୦ଟି ବିଶ୍ୱବିଦ୍ୟାଳୟରେ ଖୋଲାଯିବ କ୍ୟାରିୟର କାଉନସେଲିଂ ସେଣ୍ଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ୧୦ଟି ବିଶ୍ୱବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ ସେଣ୍ଟର ଖୋଲାଯିବ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଶ୍ୱବିଦ୍ୟାଳୟ ଗୁଡିକ ଉଦ୍ଦେଶ୍ୟରେ ୨୦୧୭-୧୮ ଆର୍ଥିକବର୍ଷ ପାଇଁ ୯୩ ଲକ୍ଷ ଟଙ୍କାର ବଜେଟ୍‌ ଘୋଷଣା ହୋଇଛି।  ରେଭେନ୍ସା, ଫକୀରମୋହନ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର, ଖଲ୍ଲିକୋଟ ୟୁନିଭର୍ସିଟି, ପୁରୀ ଜଗନ୍ନାଥ ସଂସ୍କତ ବିଶ୍ୱବିଦ୍ୟାଳୟ ପାଇଁ ୧୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଁଏ ପାଣ୍ଠି ଦିଆଯିବ। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର […]

student

student

Rakesh Mallick
  • Published: Tuesday, 02 January 2018
  • Updated: 02 January 2018, 10:00 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ୧୦ଟି ବିଶ୍ୱବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ ସେଣ୍ଟର ଖୋଲାଯିବ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଶ୍ୱବିଦ୍ୟାଳୟ ଗୁଡିକ ଉଦ୍ଦେଶ୍ୟରେ ୨୦୧୭-୧୮ ଆର୍ଥିକବର୍ଷ ପାଇଁ ୯୩ ଲକ୍ଷ ଟଙ୍କାର ବଜେଟ୍‌ ଘୋଷଣା ହୋଇଛି।  ରେଭେନ୍ସା, ଫକୀରମୋହନ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର, ଖଲ୍ଲିକୋଟ ୟୁନିଭର୍ସିଟି, ପୁରୀ ଜଗନ୍ନାଥ ସଂସ୍କତ ବିଶ୍ୱବିଦ୍ୟାଳୟ ପାଇଁ ୧୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଁଏ ପାଣ୍ଠି ଦିଆଯିବ। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପାଇଁ ୪ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ଅନୁଦାନ ଦିଆଯିବ।  ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story