ଓଲିଉଡ଼ରେ ପୁଣି କଳଙ୍କର ଛିଟା: ଯୁବତୀଙ୍କୁ ଘରେ ରଖି ଅସଦାଚରଣ କରୁଥିଲେ ପ୍ରଯୋଜକ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ନାଁରେ ଆସିଛି ଅସଦାଚରଣ ଅଭିଯୋଗ। ପ୍ରମୋଦ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ନେଇ ତାଙ୍କ ବିରୋଧରେ ଭୁବନେଶ୍ୱର ମହିଳା ଥାନାରେ ମାମଲା ରୁଜୁ ହୋଇଛି। ମହିଳାଙ୍କ ଡାକ୍ତରୀ ପରୀକ୍ଷା ସହ ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି।

ଅଭିଯୋଗ ଅନୁସାରେ, ମହିଳା ଜଣଙ୍କ ସମ୍ପୃକ୍ତ ପ୍ରଯୋଜକଙ୍କ ଘରେ ଗତ କିଛି ମାସ ହେଲା ରହୁଥିଲେ। ତେବେ ଅସଦାଚରଣ ଓ ହତ୍ୟା ଧମକ ଅଭିଯୋଗ ନେଇ କଥା ଥାନାକୁ ଯିବା ପରେ ପ୍ରମୋଦ ଫେରାର ହୋଇଯାଇଛନ୍ତି।

ପୋଲିସ କମିଶନର କହିଛନ୍ତି, ସମ୍ପୃକ୍ତ ପ୍ରଯୋଜକଙ୍କୁ ନୋଟିସ୍ କରାଯିବ। ସେ ହାଜର ନହେଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

Ordigital Desk
• Published: Friday, 17 November 2017
• Updated: 17 November 2017, 08:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ନାଁରେ ଆସିଛି ଅସଦାଚରଣ ଅଭିଯୋଗ। ପ୍ରମୋଦ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ନେଇ ତାଙ୍କ ବିରୋଧରେ ଭୁବନେଶ୍ୱର ମହିଳା ଥାନାରେ ମାମଲା ରୁଜୁ ହୋଇଛି। ମହିଳାଙ୍କ ଡାକ୍ତରୀ ପରୀକ୍ଷା ସହ ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି।

ଅଭିଯୋଗ ଅନୁସାରେ, ମହିଳା ଜଣଙ୍କ ସମ୍ପୃକ୍ତ ପ୍ରଯୋଜକଙ୍କ ଘରେ ଗତ କିଛି ମାସ ହେଲା ରହୁଥିଲେ। ତେବେ ଅସଦାଚରଣ ଓ ହତ୍ୟା ଧମକ ଅଭିଯୋଗ ନେଇ କଥା ଥାନାକୁ ଯିବା ପରେ ପ୍ରମୋଦ ଫେରାର ହୋଇଯାଇଛନ୍ତି।

ପୋଲିସ କମିଶନର କହିଛନ୍ତି, ସମ୍ପୃକ୍ତ ପ୍ରଯୋଜକଙ୍କୁ ନୋଟିସ୍ କରାଯିବ। ସେ ହାଜର ନହେଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos