ସିବିଏସଇ ଦଶମ ପରୀକ୍ଷା ଫଳ ମେ’ ୧୫ରେ

ସିବିଏସଇ ଦଶମ ପରୀକ୍ଷା ଫଳ ମେ’ ୧୫ରେ ଭୁବନେଶ୍ୱର: ଚଳିତମାସ ୧୫ ତାରିଖରେ ପ୍ରକାଶ ପାଇବ ସିବିଏସଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ।ଏହାପରେ ମେ’ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଏଥିପାଇଁ ସିବିଏସଇ ପକ୍ଷରୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଚଳିତ ବର୍ଷ ଦଶମରେ ୧୩ ଲକ୍ଷ ୭୩ ହଜାର ୮ ଶହ ୫୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସେହିପରି ଦ୍ୱାଦଶ ଶ୍ରେଣୀରେ ୧୦ ଲକ୍ଷ […]

cbse-logo

cbse-logo

Rakesh Mallick
  • Published: Friday, 08 May 2015
  • Updated: 08 May 2015, 03:51 AM IST

ସିବିଏସଇ ଦଶମ ପରୀକ୍ଷା ଫଳ ମେ’ ୧୫ରେ

ଭୁବନେଶ୍ୱର: ଚଳିତମାସ ୧୫ ତାରିଖରେ ପ୍ରକାଶ ପାଇବ ସିବିଏସଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ।ଏହାପରେ ମେ’ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଏଥିପାଇଁ ସିବିଏସଇ ପକ୍ଷରୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଚଳିତ ବର୍ଷ ଦଶମରେ ୧୩ ଲକ୍ଷ ୭୩ ହଜାର ୮ ଶହ ୫୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସେହିପରି ଦ୍ୱାଦଶ ଶ୍ରେଣୀରେ ୧୦ ଲକ୍ଷ ୪୦ହଜାର ୩୬୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହେବା ଉପରେ ଇଞ୍ଜିନିୟରିଂ,ଆଇଆଇଟି, ଏନଆଇଟି ଏବଂ ମଡିକାଲ ନାମ ଲେଖା ନିର୍ଭର କରୁଥିବାରୁ ତୁରନ୍ତ ଫଳାଫଳ ପ୍ରକାଶ ପାଇଁ ସିବିଏଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। www.cbseresults.nic.in ରେ ଏହି ପରୀକ୍ଷାଫଳ ଉପଲବ୍ଧ ହେବ ବୋଲିଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story