ଚନ୍ଦ୍ରାଣୀ ହୋଇପାରନ୍ତି କେନ୍ଦୁଝର ବିଜେଡି ଏମ୍‌ପି ପ୍ରାର୍ଥୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଚନ୍ଦ୍ରାଣୀ ମୁର୍ମୁ। ଆଜି ନବୀନ ନିବାସକୁ ଆସିଥିବା ବେଳେ ସେ ନିଜେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଚନ୍ଦ୍ରାଣୀ ପେସାରେ ଜଣେ ମେକାନିକାଲ ଇଞ୍ଜିନିୟର। ସେ ହେଉଛନ୍ତି କେନ୍ଦୁଝରର ପୂର୍ବତନ ସାଂସଦ ହରିହର ସୋରେନଙ୍କ ନାତୁଣୀ। ତେବେ ନବୀନ କିନ୍ତୁ ଏ ନେଇ ବିଧିବଦ୍ଧ ଘୋଷଣା କରିନାହାନ୍ତି। ଚନ୍ଦ୍ରାଣୀ ଆଜି ନବୀନ ନିବାସ ଆସି ବିଧିବଦ୍ଧ ବିଜେଡିରେ ମିଶିଥିଲେ।

Kendujhar

Kendujhar

Manoranjan Sial
  • Published: Monday, 01 April 2019
  • Updated: 01 April 2019, 11:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଚନ୍ଦ୍ରାଣୀ ମୁର୍ମୁ। ଆଜି ନବୀନ ନିବାସକୁ ଆସିଥିବା ବେଳେ ସେ ନିଜେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଚନ୍ଦ୍ରାଣୀ ପେସାରେ ଜଣେ ମେକାନିକାଲ ଇଞ୍ଜିନିୟର। ସେ ହେଉଛନ୍ତି କେନ୍ଦୁଝରର ପୂର୍ବତନ ସାଂସଦ ହରିହର ସୋରେନଙ୍କ ନାତୁଣୀ। ତେବେ ନବୀନ କିନ୍ତୁ ଏ ନେଇ ବିଧିବଦ୍ଧ ଘୋଷଣା କରିନାହାନ୍ତି।

ଚନ୍ଦ୍ରାଣୀ ଆଜି ନବୀନ ନିବାସ ଆସି ବିଧିବଦ୍ଧ ବିଜେଡିରେ ମିଶିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story