ଛୁଟିରେ ଗଲେ ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଛୁଟିରେ ୧୫ଦିନିଆ ଛୁଟିରେ ଯାଇଥିବା ଜଣାପଡ଼ିଛି। ବିଧାନସଭା ଅଧିବେଶନ ଚାଲିଥିବାବେଳେ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ଅଚାନକ ଛୁଟିରେ ଯିବାକୁ ନେଇ ପାୱାର କରିଡରରେ ନାନା ଚର୍ଚ୍ଚା ଲାଗିରହିଛି। ମିଳିଥିବା ସୂଚନା ଅନୁସାରେ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ଦୁଇ ସପ୍ତାହ ଛୁଟିରେ ଯାଇଛନ୍ତି। ସେ ଗତକାଲିଠୁ ଅର୍ଥାତ୍ ୨୨ତାରିଖରୁ ଛୁଟିରେ ଯାଇଥିବାବେଳେ ଅଗଷ୍ଟ ୫ ତାରିଖରେ କାର୍ଯ୍ୟରେ ଯୋଗ ଦେବେ। ବ୍ୟକ୍ତିଗତ କାରଣ ପାଇଁ […]

chief-secretary-goes-on-leave-triggering-speculations-over-who-will-replace-him

Manoranjan Sial
  • Published: Tuesday, 23 July 2019
  • Updated: 23 July 2019, 10:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଛୁଟିରେ ୧୫ଦିନିଆ ଛୁଟିରେ ଯାଇଥିବା ଜଣାପଡ଼ିଛି। ବିଧାନସଭା ଅଧିବେଶନ ଚାଲିଥିବାବେଳେ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ଅଚାନକ ଛୁଟିରେ ଯିବାକୁ ନେଇ ପାୱାର କରିଡରରେ ନାନା ଚର୍ଚ୍ଚା ଲାଗିରହିଛି।

ମିଳିଥିବା ସୂଚନା ଅନୁସାରେ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ଦୁଇ ସପ୍ତାହ ଛୁଟିରେ ଯାଇଛନ୍ତି। ସେ ଗତକାଲିଠୁ ଅର୍ଥାତ୍ ୨୨ତାରିଖରୁ ଛୁଟିରେ ଯାଇଥିବାବେଳେ ଅଗଷ୍ଟ ୫ ତାରିଖରେ କାର୍ଯ୍ୟରେ ଯୋଗ ଦେବେ। ବ୍ୟକ୍ତିଗତ କାରଣ ପାଇଁ ଶ୍ରୀ ପାଢ଼ୀ ଛୁଟିରେ ଯାଇଥିବା ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଶ୍ରୀ ପାଢ଼ୀଙ୍କ ସ୍ଥାନରେ ଉନ୍ନୟନ କମିଶନର ଅସିତ୍ କୁମାର ତ୍ରିପାଠୀ ଏବେ ଅସ୍ଥାୟୀ ଭାବେ ମୁଖ୍ୟ ସଚିବ ଦାୟିତ୍ୱରେ ରହିଛନ୍ତି। ଶ୍ରୀ ପାଢ଼ୀ ଆସନ୍ତାବର୍ଷ ଫେବୃୟାରୀ ମାସରେ ସରକାରୀ ଚାକିରିରୁ ଅବସର ନେବେ। ସେ ଅବସର ନେବା ପୂର୍ବରୁ ସରକାର ତାଙ୍କୁ ମୁଖ୍ୟ ସଚିବ ପଦରୁ ହଟାଇବାର କୌଣସି ଯଥେଷ୍ଟ କାରଣ ନଥିଲେ ମଧ୍ୟ ବିଧାନସଭା ଅଧିବେଶନ ଚାଲିଥିବାବେଳେ ସେ ୧୫ଦିନିଆ ଛୁଟିରେ ଯାଇଥିବାରୁ ରାଜ୍ୟରେ ନୂଆ ମୁଖ୍ୟ ସଚିବ ଖୋଜା ପ୍ରକ୍ରିୟା ଆରମ୍ଭ ହୋଇଥିବା ଚର୍ଚ୍ଚା ଜୋର ଧରିଛି।

ବରିଷ୍ଠତା ଦୃଷ୍ଟିରୁ ଶ୍ରୀ ପାଢ଼ୀଙ୍କ ପରେ ଏବେ ରାଜ୍ୟରେ ୧୯୮୫ ବ୍ୟାଚର ଗଗନ କୁମାର ଧଳ ଓ ୧୯୮୬ ବ୍ୟାଚର ଅସିତ୍ କୁମାର ତ୍ରିପାଠୀ ଅଛନ୍ତି। କେନ୍ଦ୍ରୀୟ ଡେପୁଟେସନରେ ଥିବା ଇଞ୍ଜେତି ଶ୍ରୀନିବାସ,ଅରୁଣ ପଣ୍ଡା,ୟୁପି ସିଂହ, ଏସଏନ ତ୍ରିପାଠୀ ଓଡ଼ିଶା ଫେରିବାର ସମ୍ଭାବନା କ୍ଷୀଣ ଥିବାବେଳେ ଶ୍ରୀ ଧଳ ୨୦୨୦ ଜାନୁୟାରୀ ମାସରେ ଅବସର ନେବେ। ଯଦି ରାଜ୍ୟ ସରକାର ଶ୍ରୀ ପାଢ଼ୀଙ୍କୁ ତାଙ୍କ ଅବସର ପୂର୍ବରୁ ହଟାଇବାକୁ ଚାହିଁବେ ତେବେ ଉନ୍ନୟନ କମିଶନର ଶ୍ରୀ ତ୍ରିପାଠୀଙ୍କୁ ପରବର୍ତ୍ତୀ ମୁଖ୍ୟ ସଚିବ ପଦରେ ଅବସ୍ଥାପିତ କରିପାରନ୍ତି। ଶ୍ରୀ ତ୍ରିପାଠୀ ୨୦୨୦ ଡିସେମ୍ବରରେ ଅବସର ନେବେ। ମୁଖ୍ୟ ସଚିବ ଶ୍ରୀ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ପଦବୀରେ ରାଜ୍ୟ ସରକାର ଥଇଥାନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story