ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ; ନାଚ, ଗୀତରେ ମସଗୁଲ କୁନି କୁନି ପିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨ ବର୍ଷ ପରେ ଆଜି ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ। ସ୍କୁଲମୁହାଁ ହେଲେ କୁନି କୁନି ପିଲା। ଫଳରେ ଯେଉଁ ପିଲା ସ୍କୁଲକୁ ଆଦୌ ଦେଖି ନ ଥିଲେ ସେମାନେ ସ୍କୁଲ ପରିସରରେ ପହଞ୍ଚି ବେଶ୍‌ ଉତ୍ସାହିତ ହୋଇ ପଡ଼ିଛନ୍ତି। ଏପରିକି ନୂଆ ସାଙ୍ଗସାଥୀଙ୍କ ଗହଳରେ ନିଜକୁ ହଜାଇ ଦେଇଛନ୍ତି। ଏଥିପାଇଁ ସ୍କୁଲ ଗୁଡିକରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହି ସପ୍ତାହରେ କେବଳ ପିଲାଙ୍କ ଆକ୍ଟିଭିଟି କ୍ଲାସ ହେବ । […]

school

school

Niharika Rout
  • Published: Monday, 28 February 2022
  • Updated: 28 February 2022, 10:03 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨ ବର୍ଷ ପରେ ଆଜି ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ। ସ୍କୁଲମୁହାଁ ହେଲେ କୁନି କୁନି ପିଲା। ଫଳରେ ଯେଉଁ ପିଲା ସ୍କୁଲକୁ ଆଦୌ ଦେଖି ନ ଥିଲେ ସେମାନେ ସ୍କୁଲ ପରିସରରେ ପହଞ୍ଚି ବେଶ୍‌ ଉତ୍ସାହିତ ହୋଇ ପଡ଼ିଛନ୍ତି। ଏପରିକି ନୂଆ ସାଙ୍ଗସାଥୀଙ୍କ ଗହଳରେ ନିଜକୁ ହଜାଇ ଦେଇଛନ୍ତି।

ଏଥିପାଇଁ ସ୍କୁଲ ଗୁଡିକରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହି ସପ୍ତାହରେ କେବଳ ପିଲାଙ୍କ ଆକ୍ଟିଭିଟି କ୍ଲାସ ହେବ । ଏହି ୬ ଦିନ ଖେଳକୁଦ, ନାଚ, ଗୀତ, ବିଭିନ୍ନ ପ୍ରତିଯୋଗିତା ଆଦି ଆକ୍ଟିଭିଟି ମାଧ୍ୟମରେ ପିଲାଙ୍କୁ  ସ୍କୁଲ ସହିତ ବାନ୍ଧି ରଖାଯିବ। ଆସନ୍ତା ସପ୍ତାହରୁ  ସେମାନେ ପାଠ ପଢ଼ିବେ ବୋଲି ଗଣ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଏପରିକି ଆଜି ସ୍କୁଲ ଖୋଲିବା ପୂର୍ବରୁ ଗତକାଲି ଅଭିଭାବକ ସମ୍ମିଳନୀ ହୋଇ ଅଭିଭାବକମାନଙ୍କ ମତାମତ ନିଆଯାଇଥିଲା। ଏହାପରଠୁ ଆଜି ସ୍କୁଲରେ ପାଦ ଥାପିଛନ୍ତି କୁନି କୁନି ଛାତ୍ରଛାତ୍ର। ଏପରିକି ପୂର୍ବରୁ କେବେ  ସ୍କୁଲ ଦୁଆର ମୁହଁ ମାଡ଼ି ନଥିବା କୁନି କୁନି ଛାତ୍ରଛାତ୍ରୀ ସ୍କୁଲ ପରିସରରେ ବହୁ ସାଙ୍ଗସାଥୀ ଦେଖି ବେଶ୍‌ ଖୁସି ଥିବା କହିଛନ୍ତି।

୨ ବର୍ଷ ପରେ ଖୋଲିଥିବାରୁ ସ୍କୁଲ୍‌ରେ କ୍ଲାସରୁମ୍‌ଗୁଡ଼ିକୁ ସଫା ସୁତୁରା କରାଯିବା ସହିତ ସାନିଟାଇଜ୍ କରାଯାଇଛି । ହଷ୍ଟେଲ ଥିବା ବିଦ୍ୟାଳୟରେ ପିଲାମାନେ ଗତକାଲିଠାରୁ ସ୍କୁଲ୍‌ରେ ପହଞ୍ଚି ସାରିଛନ୍ତି । ଏବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଅଫଲାଇନ୍‌ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଯେଉଁ ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ରାଜି ନ ହେବେ ସେମାନଙ୍କ ପାଇଁ ଅନଲାଇନ୍‌ ପାଠପଢ଼ା ଓ ପରୀକ୍ଷା ବ୍ୟବସ୍ଥା ଚାଲୁ ରହିବ ବୋଲି କହିଛନ୍ତି ମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story