ଗୋଟିଏ ଫୋନ୍‌ କଲ୍‌ରେ ଖୋର୍ଦ୍ଧାରୁ ଅନୁଗୋଳ...

ଅନୁଗୋଳ (ବିରଜା ପ୍ରସାଦ ଦାସ): ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୋଳ ଫରେଷ୍ଟ ରେଞ୍ଜର୍ସ କଲେଜର କିରାଣିକୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତର ନାଁ ବିଶ୍ୱଜିତ ନାୟକ। ଅଭିଯୋଗ ଅନୁଯାୟୀ, ନୂଆ ବର୍ଷ ଦିନ ବିଶ୍ୱଜିତ ମହିଳା ଫରେଷ୍ଟରଙ୍କୁ  ଅନୁଗୋଳର ଏକ ହୋଟେଲକୁ ଫୋନ କରି ଡାକିଥିଲେ।  ମହିଳା ଜଣକ ଖୋର୍ଦ୍ଧାରୁ ଯାଇ ଅନୁଗୋଳର ହୋଟେଲରେ ପହଞ୍ଚିଥିଲେ। ସେଠାରେ ତାଙ୍କ ସହ ବିଶ୍ୱଜିତ୍ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ। […]

anugul00

anugul00

Tapaswini Nayak
  • Published: Saturday, 04 January 2020
  • Updated: 04 January 2020, 02:25 PM IST

Sports

Latest News

ଅନୁଗୋଳ (ବିରଜା ପ୍ରସାଦ ଦାସ): ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୋଳ ଫରେଷ୍ଟ ରେଞ୍ଜର୍ସ କଲେଜର କିରାଣିକୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତର ନାଁ ବିଶ୍ୱଜିତ ନାୟକ।

ଅଭିଯୋଗ ଅନୁଯାୟୀ, ନୂଆ ବର୍ଷ ଦିନ ବିଶ୍ୱଜିତ ମହିଳା ଫରେଷ୍ଟରଙ୍କୁ  ଅନୁଗୋଳର ଏକ ହୋଟେଲକୁ ଫୋନ କରି ଡାକିଥିଲେ।  ମହିଳା ଜଣକ ଖୋର୍ଦ୍ଧାରୁ ଯାଇ ଅନୁଗୋଳର ହୋଟେଲରେ ପହଞ୍ଚିଥିଲେ। ସେଠାରେ ତାଙ୍କ ସହ ବିଶ୍ୱଜିତ୍ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ। ମହିଳାଜଣଙ୍କ ଏହାର ପ୍ରତିବାଦ କରିବାରୁ ବିଶ୍ୱଜିତ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ। ପରେ ମହିଳା ଜଣଙ୍କ କୌଶଳ କ୍ରମେ ସେଠାରୁ ଖସି ଆସି ସେହି ରାତିରେ ଅନୁଗୋଳ ପୁଲିସ୍‌ର ସହାୟତା ନେଇଥିଲେ। ପୁଲିସ୍‌ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ଗତକାଲି ଏନେଇ ମହିଳା ଫରେଷ୍ଟର ଅନୁଗୋଳ ଥାନରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଇବା ପରେ କିରାଣିକୁ ଗିରଫ କରିଥିଲା। ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇ କିରାଣିଜଣଙ୍କ ତାଙ୍କୁ ବ୍ଲାକମେଲ୍ କରୁଥିବା ଅଭିଯୋଗ ହୋଇଛି।

୨୦୧୭ ମସିହାରେ ଅନୁଗୋଳ ଫରେଷ୍ଟ ରେଞ୍ଜର୍ସ କଲେଜକୁ  ମହିଳା ଫରେଷ୍ଟର ଜଣଙ୍କ ପ୍ରଶିକ୍ଷଣ ନେବାକୁ ଆସିଥିଲେ। ସେହି ସମୟରେ କିରାଣି ବିଶ୍ୱଜିତଙ୍କ ସହ ତାଙ୍କର ପରିଚୟ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story