ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି ହେଲେ ଯୋଡ଼ାମୁଣ୍ଡ ଶିଶୁ

କଟକ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମେଲୁପଡା ଗାଁର ଭୂୟାଁ କହଁରଙ୍କ ଯୋଡାମୁଣ୍ଡ ଶିଶୁଙ୍କୁ ଚିକିତ୍ସା ପାଇଁ ଆଜି କଟକ ବଡ ମେଡିକାଲକୁ ଅଣାଯାଇଛି। ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ପିଲାଙ୍କ ଚିକିତ୍ସା ପାଇଁ  ସମସ୍ତ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି କୁହାଯାଇଥିଲା।

ଗତକାଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଲୁପଡା ଗାଁରୁ ଦୁଇ ଶିଶୁଙ୍କ ସହ ଓ ତାଙ୍କ ପିତା ମାତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଆଜି ସେମାନଙ୍କୁ କଟକ ଅଣାଯାଇଛି।

Ordigital Desk
• Published: Wednesday, 05 July 2017
• Updated: 05 July 2017, 09:19 AM IST

Sports

Latest News

କଟକ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମେଲୁପଡା ଗାଁର ଭୂୟାଁ କହଁରଙ୍କ ଯୋଡାମୁଣ୍ଡ ଶିଶୁଙ୍କୁ ଚିକିତ୍ସା ପାଇଁ ଆଜି କଟକ ବଡ ମେଡିକାଲକୁ ଅଣାଯାଇଛି। ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ପିଲାଙ୍କ ଚିକିତ୍ସା ପାଇଁ  ସମସ୍ତ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି କୁହାଯାଇଥିଲା।

ଗତକାଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଲୁପଡା ଗାଁରୁ ଦୁଇ ଶିଶୁଙ୍କ ସହ ଓ ତାଙ୍କ ପିତା ମାତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଆଜି ସେମାନଙ୍କୁ କଟକ ଅଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos