ଶୀତ ଲହରୀ ଜାରି, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତ ଲହରୀ ଦେଖାଦେଇଛି। ଶନିବାରଠାରୁ ରାଜ୍ୟରେ ଥଣ୍ଡାର ପ୍ରକୋପ ବଢିଛି। କିଛି ଦିନ ଧରି କୋହଲା ପାଗ ଲାଗି ରହିବା ପରେ ହଠାତ୍ ତାପମାତ୍ରା ହ୍ରାସ ପାଇଛି। ଗତକାଲି ତାପମାତ୍ରା ୪ରୁ ୬ ଡିଗ୍ରୀ ହ୍ରାସ ପାଇଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶନିବାର ରାଜ୍ୟର ୭ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଏବଂ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ […]

winter

winter

Rakesh Mallick
  • Published: Sunday, 27 December 2015
  • Updated: 27 December 2015, 09:14 AM IST

Sports

Latest News

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତ ଲହରୀ ଦେଖାଦେଇଛି। ଶନିବାରଠାରୁ ରାଜ୍ୟରେ ଥଣ୍ଡାର ପ୍ରକୋପ ବଢିଛି। କିଛି ଦିନ ଧରି କୋହଲା ପାଗ ଲାଗି ରହିବା ପରେ ହଠାତ୍ ତାପମାତ୍ରା ହ୍ରାସ ପାଇଛି। ଗତକାଲି ତାପମାତ୍ରା ୪ରୁ ୬ ଡିଗ୍ରୀ ହ୍ରାସ ପାଇଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶନିବାର ରାଜ୍ୟର ୭ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା।

କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଏବଂ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏଭଳି ଶୀତ ଲହରୀ ଜାରି ରହିବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡାର ପ୍ରକୋପ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୀତ ଲହରୀ ଓ ଘନ କୁହୁଡ଼ି ଯୋଗୁଁ  ଲୋକମାନେ ବିଭିନ୍ନ  ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story