କମୁଛି ଭୂ-ତଳ ଜଳ, ଦେଖାଦେଇପାରେ ଜଳ ସଙ୍କଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଳ ସମ୍ପଦ ବିଭାଗର ଆଲୋଚନା ବେଳେ ଭୂପୃଷ୍ଠ ଜଳକୁ ନେଇ ମନ୍ତ୍ରୀ ଦେଇଥିବା ତଥ୍ୟ ଉପରେ ବିଧାନସଭାରେ ଆଲୋଚନା ହୋଇଛି। ରାଜ୍ୟରେ ୯୫,୫୪୦ ମିଲିୟନ ଘନମିଟର ଭୂପୃଷ୍ଠ ଜଳରୁ ୫୦,୬୪୦ ମିଲିୟନ ଘନ ମିଟର ଜଳ ସମୁଦ୍ରକୁ ବୋହିଯାଉଛି ବୋଲି ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ। ତେବେ ଭୂପୃଷ୍ଠ ଜଳ ରୋକିବାକୁ ୧୪,୫୮୮ ଆଡିବନ୍ଧ ନିର୍ମାଣ କରାଯାଇଥିବା ସେ କହିଛନ୍ତି। ରାଜ୍ୟରେ ଭୂତଳ ଜଳ ପରିମାଣ କ୍ରମାଗତ ଭାବେ କମିବାରେ ଲାଗିଛି। କଂଗ୍ରେସ ବିଧାୟକ […]

CONCERN-OVER-DEPLETION-IN-GROUNDWATER-IN-ODSIHA

Manoranjan Sial
  • Published: Thursday, 25 July 2019
  • Updated: 25 July 2019, 04:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଳ ସମ୍ପଦ ବିଭାଗର ଆଲୋଚନା ବେଳେ ଭୂପୃଷ୍ଠ ଜଳକୁ ନେଇ ମନ୍ତ୍ରୀ ଦେଇଥିବା ତଥ୍ୟ ଉପରେ ବିଧାନସଭାରେ ଆଲୋଚନା ହୋଇଛି। ରାଜ୍ୟରେ ୯୫,୫୪୦ ମିଲିୟନ ଘନମିଟର ଭୂପୃଷ୍ଠ ଜଳରୁ ୫୦,୬୪୦ ମିଲିୟନ ଘନ ମିଟର ଜଳ ସମୁଦ୍ରକୁ ବୋହିଯାଉଛି ବୋଲି ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ। ତେବେ ଭୂପୃଷ୍ଠ ଜଳ ରୋକିବାକୁ ୧୪,୫୮୮ ଆଡିବନ୍ଧ ନିର୍ମାଣ କରାଯାଇଥିବା ସେ କହିଛନ୍ତି।

ରାଜ୍ୟରେ ଭୂତଳ ଜଳ ପରିମାଣ କ୍ରମାଗତ ଭାବେ କମିବାରେ ଲାଗିଛି। କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ମନ୍ତ୍ରୀ ରଘୁନନ୍ଦନ ଦାସ ଉତ୍ତର ରଖି କହିଛନ୍ତି, ୨୦୦୯ରେ ରାଜ୍ୟର ୧୬.୬୯ ବିଲିୟନ ଘନ ମିଟର ଭୂତଳ ଜଳ ଥିଲା। ୨୦୧୭ରେ ଭୂତଳ ଜଳ ପରିମାଣ ଥିଲା ୧୫.୫୭ ବିଲିୟନ ଘନ ମିଟର। ୨୦୦୯ରୁ ୧୭ ମଧ୍ୟରେ ଭୂତଳ ଜଳ ପରିମାଣ ୧.୧୨ ବିଲିୟନ ଘନ ମିଟର କମିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ତେବେ ଶୂନ୍ୟକାଳରେ ମରୁଡ଼ି ପ୍ରସଙ୍ଗକୁ ନେଇ ସରଗରମ ଆଲୋଚନା ହୋଇଥିଲା। ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇ ୧୫ ଜିଲ୍ଲାରେ ବର୍ଷା ଠିକ ଭାବେ ହୋଇନଥିବାରୁ ମରୁଡ଼ି ସ୍ଥିତି ଉପୁଜିଛି ବୋଲି କହି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସେହିଭଳି ରାଜ୍ୟରେ ମେଗା ଲିଫ୍ଟ ପଏଣ୍ଟରେ ପାଣି ନଆସିବା ସହ ଅଧିକାଂଶ ଲିଫ୍ଟ ଇରିଗେସନ ପଏଣ୍ଟ, ଡିପ୍ ଇରିଗେସନ ପଏଣ୍ଟ ଅକାମୀ ଥିବାରୁ ଚାଷୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା କହି ସରକାରଙ୍କୁ ଟାର୍ଗେଟ କରିଥିଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ତେବେ ରାଜ୍ୟରେ ମରୁଡ଼ି ସ୍ଥିତି ନେଇ ଗୃହରେ ରାଜସ୍ୱ ମନ୍ତ୍ରୀ ଉତ୍ତର ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story