ସମସ୍ତେ କହୁଛନ୍ତି ପାଣ୍ଡିଆନ୍‌ ସରକାର ଚଳାଉଛନ୍ତି...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଣତନ୍ତ୍ରରେ ମନ୍ତ୍ରୀମାନେ ଶାସନ ପରିଚାଳନା କରିଥାଆନ୍ତି। ଆଉ ସରକାରୀ କର୍ମଚାରୀମାନେ ଜନସାଧାରଣଙ୍କ ସେବକ। ଯଦି ସେମାନେ(ସରକାରୀ କର୍ମଚାରୀ) ଘୋଡ଼ାର ଲଗାମ ଧରି ସଇସ ହେବେ, ସେଥିପାଇଁ କିଏ କ’ଣ କରିବ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେନ୍‌ ପାଣ୍ଡିଆନ୍‌ଙ୍କୁ ନେଇ ବିବାଦ ଭିତରେ ଆଜି ଏପରି ଢ଼ଙ୍ଗରେ ଶାସକ ବିଜେଡିକୁ ତୀର ମାରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି- “ମିଷ୍ଟର ପାଣ୍ଡିଆନ୍‌ ଜଣେ ସରକାରୀ କର୍ମଚାରୀ। ତାଙ୍କ […]

congress leader niranja target bjd

congress leader niranja target bjd

Rakesh Mallick
  • Published: Thursday, 18 January 2018
  • Updated: 19 January 2018, 05:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଣତନ୍ତ୍ରରେ ମନ୍ତ୍ରୀମାନେ ଶାସନ ପରିଚାଳନା କରିଥାଆନ୍ତି। ଆଉ ସରକାରୀ କର୍ମଚାରୀମାନେ ଜନସାଧାରଣଙ୍କ ସେବକ। ଯଦି ସେମାନେ(ସରକାରୀ କର୍ମଚାରୀ) ଘୋଡ଼ାର ଲଗାମ ଧରି ସଇସ ହେବେ, ସେଥିପାଇଁ କିଏ କ’ଣ କରିବ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେନ୍‌ ପାଣ୍ଡିଆନ୍‌ଙ୍କୁ ନେଇ ବିବାଦ ଭିତରେ ଆଜି ଏପରି ଢ଼ଙ୍ଗରେ ଶାସକ ବିଜେଡିକୁ ତୀର ମାରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ।

ସେ କହିଛନ୍ତି- “ମିଷ୍ଟର ପାଣ୍ଡିଆନ୍‌ ଜଣେ ସରକାରୀ କର୍ମଚାରୀ। ତାଙ୍କ ବିରୋଧରେ କିଛି କହିବାଟା ଭୁଲ୍‌ ହେବ। ଯଦି ପାଣ୍ଡିଆନ୍‌ ସମଗ୍ର ଶାସନ ବ୍ୟବସ୍ଥାକୁ କଣ୍ଟ୍ରୋଲ କରୁଛନ୍ତି, ସେଥିପାଇଁ ବିଜେଡି ସରକାର, ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ହିଁ ଦାୟୀ।”

ପାଣ୍ଡିଆନ୍‌ ଟିକେଟ୍‌ ବାଣ୍ଟିବା ନେଇ ସେ କହିଛନ୍ତି- “ମୁଁ ତାଙ୍କ ଦଳର ଲୋକ ନୁହେଁ। ଜାଣିବି କେମିତି? ଏମିତି ବହୁ ଖବର ଶୁଣିବାକୁ ମିଳୁଛି। ସମସ୍ତେ କହୁଛନ୍ତି ପାଣ୍ଡିଆନ୍‌ ସରକାର ଚଳାଉଛନ୍ତି। ଆଗରୁ ପ୍ୟାରୀବାବୁଙ୍କ ନାଁ ଉଠୁଥିଲା, ଏବେ ପାଣ୍ଡିଆନ୍‌ଙ୍କ ନାମ ଉଠୁଛି। କିନ୍ତୁ ବିଜେଡିବାଲା ମେରୁଦଣ୍ଡହୀନ ବୋଲି କିଏ ଜାଣିଛି।”

ସାମ୍ୱାଦିକଙ୍କୁ ସଚିବାଳୟ ଯିବା ପାଇଁ କଟକଣା ନେଇ ନିରଞ୍ଜନ କହିଛନ୍ତି- “କେଉଁ କାଳରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସଚିବାଳୟ ଭିତରକୁ ଯିବା ପାଇଁ ଅନୁମତି ମିଳିଥିଲା। ଏବେ ଯିବା ପାଇଁ ଅନୁମତି ନଦେବା ଦୁର୍ଭାଗ୍ୟ ଜନକ କଥା। ଯଦି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭିତରକୁ ଯିବା ପାଇଁ ଅନୁମତି ନ ମିଳେ, ତାହାହେଲେ ସେମାନଙ୍କୁ ମିଳିଥିବା ପ୍ରେସ୍‌ ରୁମ୍‌ କାହିଁକି ରହିବ। ସେଟାକୁ ହଟାଇ ଦିଆଯାଉ। ପ୍ରଥମେ ସଚିବାଳୟ ଭିତରେ ଥିବା ପ୍ରେସ ରୁମ୍‌କୁ ହଟାଅ ପରେ ଯିବା ପାଇଁ କଟକଣା ଲଗାଅ। ଗଣମାଧ୍ୟମ ହେଉଛନ୍ତି ସମ୍ୱିଧାନର ଏକ ଖମ୍ୱ। ସେମାନଙ୍କୁ ସବୁବେଳେ ସମ୍ମାନ ଦିଆଯାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story