ଆଇଆଇସିଙ୍କ ଚୁଟି ଟାଣି ପିଟିଲେ ଦୁଇ କନ୍‌ଷ୍ଟେବଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳା ଆଇଆଇସିଙ୍କୁ କନଷ୍ଟେବଳଙ୍କ ନିସ୍ତୁକ ମାଡ଼। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଆଇଆଇସି ପ୍ରଣତି ପଟ୍ଟନାୟକଙ୍କୁ ଜଣେ ନିଲମ୍ବିତ କନେଷ୍ଟବଳ ଓ ଅନ୍ୟଜଣେ କାର୍ଯ୍ୟରତ କନେଷ୍ଟବଳ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପ୍ରଣତି ଏନେଇ ଏସ୍‌ପିଙ୍କ ପାଖରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଜଣେ କନ୍‌ଷ୍ଟେବଳକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ରାତିରେ ଅସ୍ତରଙ୍ଗ ଆଇଆଇସି ପାଟ୍ରୋଲିଂ କରୁଥିବା ବେଳେ ଦୁଇ ଜଣ ଲୋକ ପାଟିତୁଣ୍ଡ […]

constable arrest from puri

constable arrest from puri

Rakesh Mallick
  • Published: Friday, 23 February 2018
  • Updated: 23 February 2018, 09:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳା ଆଇଆଇସିଙ୍କୁ କନଷ୍ଟେବଳଙ୍କ ନିସ୍ତୁକ ମାଡ଼। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଆଇଆଇସି ପ୍ରଣତି ପଟ୍ଟନାୟକଙ୍କୁ ଜଣେ ନିଲମ୍ବିତ କନେଷ୍ଟବଳ ଓ ଅନ୍ୟଜଣେ କାର୍ଯ୍ୟରତ କନେଷ୍ଟବଳ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପ୍ରଣତି ଏନେଇ ଏସ୍‌ପିଙ୍କ ପାଖରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଜଣେ କନ୍‌ଷ୍ଟେବଳକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ରାତିରେ ଅସ୍ତରଙ୍ଗ ଆଇଆଇସି ପାଟ୍ରୋଲିଂ କରୁଥିବା ବେଳେ ଦୁଇ ଜଣ ଲୋକ ପାଟିତୁଣ୍ଡ କରୁଥିଲେ। ଆଇଆଇସି ସେମାନଙ୍କୁ ଅଟକାଇବାରୁ ନିଶାସକ୍ତ ଅବସ୍ଥାରେ ଥିବା ଦୁଇ ବ୍ୟକ୍ତି ତାଙ୍କ ଚୁଟି ଧରି ନିସ୍ତୁକ ପିଟିଥିଲେ। ଆକ୍ରମଣକାରୀ ହେଲେ ଅସ୍ତରଙ୍ଗ ଥାନାର ଜଣେ ନିଲମ୍ବିତ କନଷ୍ଟେବଳ ଚିତ୍ତରଞ୍ଜନ ବାରିକ ଓ ଅନ୍ୟଜଣେ ପୁରୀ କୁମ୍ଭାରପଡ଼ା ଥାନାର କନେଷ୍ଟବଳ ଚିତ୍ରସେନ ପ୍ରଧାନ ବୋଲି କୁହାଯାଉଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଆଜି ଚିତ୍ତରଞ୍ଜନକୁ ଗିରଫ କରିଥିବା ବେଳେ ଚିତ୍ରସେନ ଫେରାର ହୋଇଯାଇଛି। ଘଟଣା ସମ୍ପର୍କରେ ଅସ୍ତରଙ୍ଗ ଆଇଆଇସି ଆଜି ପୁରୀ ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story