ପହିଲାରୁ ଆଇସିଏମଆର ପୋର୍ଟାଲରେ ଉପଲବ୍ଧ କରୋନା ପରୀକ୍ଷା ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଅଗଷ୍ଟ ମାସରୁ ଦୈନିକ ୨୦ହଜାର ନମୂନା ପରୀକ୍ଷା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ କୋଭିଡ-୧୯ ନମୂନା ପରୀକ୍ଷା ହେଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ରିପୋର୍ଟକୁ ଆଇସିଏମଆର ପୋର୍ଟାଲରେ ଅପଲୋଡ୍ କରାଯିବ। ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ କରୋନା ମୁକାବିଲାର ସମୀକ୍ଷା କରାଯିବା ସହ ଏସବୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଏବେ ୧୪ଟି ଆର୍ଟିଫିସିଆଲ ଟେଷ୍ଟ ଲ୍ୟାବ୍ […]

icmr

icmr

Manoranjan Sial
  • Published: Friday, 31 July 2020
  • Updated: 31 July 2020, 06:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଅଗଷ୍ଟ ମାସରୁ ଦୈନିକ ୨୦ହଜାର ନମୂନା ପରୀକ୍ଷା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ କୋଭିଡ-୧୯ ନମୂନା ପରୀକ୍ଷା ହେଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ରିପୋର୍ଟକୁ ଆଇସିଏମଆର ପୋର୍ଟାଲରେ ଅପଲୋଡ୍ କରାଯିବ।

ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ କରୋନା ମୁକାବିଲାର ସମୀକ୍ଷା କରାଯିବା ସହ ଏସବୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଏବେ ୧୪ଟି ଆର୍ଟିଫିସିଆଲ ଟେଷ୍ଟ ଲ୍ୟାବ୍ କାର୍ଯ୍ୟକ୍ଷମ ଅଛି। ଏହାଛଡ଼ା ସବୁ ଜିଲ୍ଲା ଲାବ୍ରୋଟୋରୀରେ ଆଣ୍ଟିଜେନ୍ ଟେଷ୍ଟ ହେଉଛି। ଖୁବଶୀଘ୍ର ଆଉ ୬ଟି ଆରଟିପିସିଆର ଟେଷ୍ଟିଂ ଲ୍ୟାବ ପ୍ରତିଷ୍ଠା କରାଯିବ। ଅନୁଗୋଳ, ପୁରୀ, କଳାହାଣ୍ଡି, ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ଏହି ପରୀକ୍ଷାଗାର ସବୁ ପ୍ରତିଷ୍ଠା କରାଯିବ। ଲୋକଙ୍କ ସୁବିଧା ନିମନ୍ତେ ଅଗଷ୍ଟ ୧ରୁ ସବୁ କୋଭିଡ୍ ପରୀକ୍ଷା ରିପୋର୍ଟକୁ ଆଇସିଏମଆର ପୋର୍ଟାଲରେ ଅପଲୋଡ୍ କରିବାକୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ ପରୀକ୍ଷା ରିପୋର୍ଟ ଯେଭଳି ରିଅଲ ଟାଇମରେ ଅପଲୋଡ୍ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଆବଶ୍ୟକ ଅନୁସାରେ ଟେଷ୍ଟ ସଂଖ୍ୟା ବୃଦ୍ଧି ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

ସେହିପରି ବୈଠକରେ ଉପସ୍ଥିତ ଥିବା ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଅଗଷ୍ଟ ମାସରୁ ଦୈନିକ ୨୦ହଜାର ନମୂନା ପରୀକ୍ଷା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଦୈନିକ ୮ହଜାର ଆରଟି-ପିସିଆର ଓ ୧୨ହଜାର ଆଣ୍ଟିଜେନ୍ ଟେଷ୍ଟ ହେବ। ପ୍ରତି ଜିଲ୍ଲାରେ ୩ରୁ ୫ହଜାର ଲେଖାଏଁ ଆଣ୍ଟିଜେନ୍ କିଟ୍ ଉପଲବ୍ଧ ଅଛି। ଏବେ ରାଜ୍ୟରେ ଦୈନିକ ୧୨ହଜାର ନମୂନା ପରୀକ୍ଷା କରାଯାଉଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ସରକାରୀ ହସ୍ପିଟାଲ ଓ ଲ୍ୟାବରେ କୋଭିଡ୍ ପରୀକ୍ଷା କରୁଥିବା ବ୍ୟକ୍ତିମାନଙ୍କୁ ରିପୋର୍ଟ ମିଳୁନଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story